ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

କେନ୍ୟୁଜ୍ (ବ୍ୟୁରୋ): ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ସଂକ୍ରମିତ । ତାଙ୍କର କୋଭିଡି ରିପୋର୍ଟ ପଜିଟିଭ୍‌ ଆସିଛି । ଏନେଇ ଟ୍ଵିଟ୍‌ କରି ନିଜେ ସୂଚନା ଦେଇଛନ୍ତି ଶକ୍ତିକାନ୍ତ ଦାସ । ତାଙ୍କର କୌଣସି ଲକ୍ଷଣ ନଥିଲା । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ତେବେ ଆଇସୋଲେସନରେ ରହି ନିଜ କାମ କରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.