Browsing Tag

rbi governer

ଦେଶରେ RBIର ନୂଆ ଟେକ୍ନୋଲୋଜି, ଏବେ Coin Vending Machinesରେ QR କୋଡ୍‌ ଜରିଆରେ ବାହାରିବ ମୁଦ୍ରା

RBI ଆଣିବ Coin Vending Machines। ଯେଉଁଥିରେ ଲୋକମାନେ କଏନ୍‌ ଭେଣ୍ଡିଂ ମେସିନ୍‌ରୁ ଆବଶ୍ୟକ ମୁଦ୍ରା ବାହାର କରିପାରିବେ। ଏଥିପାଇଁ QR କୋଡ୍ ସ୍କାନ୍‌ କରିବାକୁ ପଡ଼ିବ।

ଚିରା-ଫଟା ନୋଟକୁ ବଦଳାଇବା ପାଇଁ ଜାରି ହେଲା ନୂଆ ନିୟମ, RBI ଦେଲା ଏହି ନିର୍ଦ୍ଦେଶ

ଟଙ୍କା ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ସମସ୍ତେ ଏହାକୁ ଧ୍ୟାନର ସହକାରେ ବ୍ୟବହାର କରିଥାନ୍ତି। ଏମିିତି ବହୁତ ଥର କ୍ୟାସ ବ୍ୟବହାର କରିବା ଦ୍ୱାରା ଅଜାଣତରେ ନୋଟ୍‌ ଚିରି ଫାଟିଯାଏ। ଟିକେ କିଛି ହେଲେ ତ କଥା ସମ୍ଭାଳିଯାଏ। କିଛି ଜଣ ସେଥିରେ ହ୍ଵାଇଟ ଟେପ୍‌ ଅଥବା ପାଣି…

ଏବେ ବିନା ଓଟିପିରେ କରିହେବ ଅଟୋ ଡେବିଟ ରିକରିଂ ପେମେଣ୍ଟ, ଆରବିଆଇ ଜାରି କଲା ନୂଆ ନିୟମ

ଆଜିଠୁ ଡେବିଟ୍‌ ଓ କ୍ରେଡିଟ୍‌ କାଡ୍‌ର ନୂଆ ନିୟମ ଲାଗୁ ହୋଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସୂଚନା ଦେଇଛନ୍ତି। ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ ରିକରିଙ୍ଗ ପେମେଣ୍ଟ ପାଇଁ ଏଣିକି ଆଉ OTP ଦରକାର ନାହିଁ । ପୂର୍ବରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ ରିକରିଙ୍ଗ…

ଫିଚର ଫୋନ ରଖୁଥିବା ୫୫ କୋଟି ଗ୍ରାହକ କରିପାରିବେ ୟୁପିଆଇ ପେମେଣ୍ଟ, ଆରବିଆଇ କଲା ଘୋଷଣା

ଦେଶରେ ୫୫ କୋଟି ଫିଚର ଫୋନ ରଖୁଥିବା ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଫିଚର ଫୋନ ପାଇଁ UPI-based payment products ଲଞ୍ଚ କରିବାକୁ ଯାଉଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କହିଛନ୍ତି। ଛୋଟ ଭାଲ୍ୟୁର ୟୁପିଆଇ ଟ୍ରାଞ୍ଜାକ୍ସନ…

ତିନି ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତ ହେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଛି । ଆଗାମୀ ଡିସେମ୍ବର ୧୦ ତାରିଖ ଠାରୁ ଏହି ପୁନଃନିଯୁକ୍ତି ଲାଗୁ ହେବ। ଏହି ପଦବୀରେ ସେ ନିର୍ଦ୍ଧାରିତ ସମୟସୀମା କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏକ ବିବୃତ୍ତିରେ କୁହାଯାଇଛି ଯେ,…

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

କେନ୍ୟୁଜ୍ (ବ୍ୟୁରୋ): ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ସଂକ୍ରମିତ । ତାଙ୍କର କୋଭିଡି ରିପୋର୍ଟ ପଜିଟିଭ୍‌ ଆସିଛି । ଏନେଇ ଟ୍ଵିଟ୍‌ କରି ନିଜେ ସୂଚନା ଦେଇଛନ୍ତି ଶକ୍ତିକାନ୍ତ ଦାସ । ତାଙ୍କର କୌଣସି ଲକ୍ଷଣ ନଥିଲା । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି…

ଦୁଇ ଦିନିଆ ଗସ୍ତରେ ଓଡ଼ିଶାକୁ ଆସିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦୁଇ ଦିନିଆ ଗସ୍ତରେ ଆସିଥିବା ଶକ୍ତିକାନ୍ତ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶକ୍ତିକାନ୍ତ କହିଛନ୍ତି,…