କରୋନା ଭାଇରସକୁ ନେଇ ଚିନ୍ତା: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମାନଙ୍କୁ ଜାରି ହେଲା ହେଲପ୍ ଲାଇନ୍ ନମ୍ବର

କରୋନା ଦାଉରୁ ଭାରତୀୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ଯଦି କୌଣସି ବ୍ୟକ୍ତି କରୋନା ସମ୍ବନ୍ଧୀୟ ସୂଚନା ପାଇବାକୁ ଚାହାନ୍ତି କିମ୍ବା ଏହି ଭାଇରସକୁ ନେଇ କୌଣସି ସନ୍ଦିଗ୍ଧ ସାହାଯ୍ୟ ପାଇବାକୁ ଚାହାନ୍ତି ତେବେ ନିମ୍ନ ଲିଖିତ ହେଲପ୍ ଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

helpline

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.