ଆଲିୟା ଭଟ୍ଟଙ୍କ କାର୍ବନ କପି ଏହି ଝିଅ, ବାସ୍ ମାରିଲେ ଗୋଟିଏ ଡାଏଲଗ୍ ଆଉ ବନିଗଲେ ଇଣ୍ଟରନେଟ୍ ସେନ୍ସେସନ୍

୧୪ ଫେବ୍ରୁଆରୀରେ ରିଲିଜ୍ ହେବ ଫିଲ୍ମ ଗଲି ବୟ । ଯାହାର ଲିଡ୍ ରୋଲରେ ଅଛନ୍ତି ରଣବୀର ସିଂହ ଏବଂ ଆଲିୟା ଭଟ୍ଟ । ଫିଲ୍ମର ଗୀତ ଏବଂ ଟ୍ରେଲର୍ ଖୁବ୍ ଲୋକପ୍ରିୟ ହୋଇଛି । ଖାସ୍ କରି ଆଲିୟାଙ୍କ ଧୋପଦୁଙ୍ଗି ଡାଏଲଗ୍ । ତେବେ ଏହି ଫିଲ୍ମ ଆସିବା ପୂର୍ବରୁ ଆସିଯାଇଛି ଗୋଟିଏ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି ଆଲିୟାଙ୍କ କାର୍ବନ କପି । ଠିକ୍ ଆଲିୟାଙ୍କ ପରି ଦେଖାଯାଉଥିବା ଏହି ଯୁବତୀଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଆଲିୟାଙ୍କ ଧୋପଦୁଙ୍ଗି ଡାଏଲଗକୁ ରିକ୍ରିଏଟ୍ କରି ସେୟାର୍ କରିଛନ୍ତି ସନାୟାଶୁ ନାମକ ଜଣେ ଯୁବତୀ । ଯାହାକୁ ଦେଖି ଆପଣ ବି ଦ୍ବନ୍ଦ୍ବରେ ପଡିଯିବେ ସେ ଆଲିୟା ଭଟ୍ଟ ନା ତାଙ୍କ ଡୁପ୍ଲିକେଟ୍ ସନାୟାଶୁ । ଆଲିୟା ଭଟ୍ଟଙ୍କ ପରି ଦେଖାଯାଉଥିବା ସାନାୟାଶୁ ମଧ୍ୟ ଠିକ୍ ତାଙ୍କରି ପରି ଡାଏଲଗ୍ କହୁଛନ୍ତି ।

ଆପଣ ବି ଦେଖନ୍ତୁ ଏହି ଭିଡିଓ :

 

View this post on Instagram

 

#gullyboy #aliabhatt #aliabhattfans #ranveersingh

A post shared by sanayaashu (@ashu0876962) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.