Below header

ଫିଲ୍ମ ଫ୍ରାଇଡେରେ ଆଜି ହଲ୍‌କୁ ଆସିଲା ଫିଲ୍ମ ବାଗି-୩, ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ହଲ୍‌କୁ ଆସିଲା ଫିଲ୍ମ ବାଗି-୩ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଟାଇଗର ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ। ଫିଲ୍ମରେ ଟାଇଗରଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳୁଛି। ରିତେଶ ଦେଶମୁଖ ଟାଇଗରଙ୍କ ଭାଇ ରୋଲ ପ୍ଳେ କରିଛନ୍ତି । ବାଗି-୩ ସହ ଅନ୍ୟ କୌଣସି ବଡ ଷ୍ଟାର କାଷ୍ଟଙ୍କ ଫିଲ୍ମ ନଥିବାରୁ ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିବ ବୋଲି ଆଶା ରଖିଛନ୍ତି ମେକର୍ସ।

baaghiନିକଟରେ ବାଗୀର ସିକ୍ୱେଲ ‘ବାଗୀ ୩’ର ଟ୍ରେଲର  ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ମାଧ୍ୟମରେ ପୁଣି ଥରେ ଆକ୍ସନ୍‌ ଅନ୍ଦାଜରେ ଫେରିଛନ୍ତି ଟାଇଗର। ଫିଲ୍ମରେ ଟାଇଗର ଜୋରଦାର ଆକ୍ସନ କରିଥିବା ଦେଖାଯାଇଛି। ତାଙ୍କର ଆକ୍ସନ ଲେବୁଲ ଏହି ଫିଲ୍ମରେ ତିନି ଗୁଣା ବଢ଼ିଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.