ବାହୁବଲି ନାଚିଲେ ମସ୍ତ ମସ୍ତ ରବିନାଙ୍କ ସହ, ଗୀତ ଥିଲା.. ଟିପ୍‌ ଟିପ୍‌ ବରଷା ପାନି…

ବାହୁବଳି ଷ୍ଟାର ପ୍ରଭାସଙ୍କ ଅକ୍ଷୟ କୁମାର ଷ୍ଟାଇଲ୍‌ରେ ଡ୍ୟାନ୍ସ । ଏବେ ‘ସାହୋ’ ଫିଲ୍ମର ପ୍ରମୋସନ୍‌ରେ ଲାଗିଥିବା ପ୍ରଭାସ ନିକଟରେ ଏକ ରିୟଲିଟି ଡ୍ୟାନ୍ସ ସୋ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏଥିରେ ଜଜ୍‌ ଥିଲେ ମସ୍ତ ମସ୍ତ ରବିନା ଟଣ୍ଡନ୍‌ । ରବିନାଙ୍କ ସହ ପ୍ରଭାସ ‘ଜମେ କି ରାତ ହୈ.. ଏବଂ ମୋହରାର ସୁପରହିଟ୍‌ ଗୀତ ଟିପ୍‌ ଟିପ୍‌ ବରଷା ପାନି..ରେ ଜମେଇକି ନାଚିଥିଲେ । ଏହି ଭିଡିଓ ଏବେ ଜୋରସୋରରେ ଭାଇରାଲ ହେଉଛି । ଏହି କାର୍ଯ୍ୟକ୍ରମରେ ‘ସାହୋ’ର ନାୟିକା ଶ୍ରଦ୍ଧା କପୁର ମଧ୍ୟ ଉପସ୍ଥିତ ଥିଲେ ।

PRAVAS AND RAVEENA-2

 

View this post on Instagram

 

Epic! @officialraveenatandon grooves to her classic number Tip Tip Barsa Paani along with @actorprabhas.

A post shared by Filmfare (@filmfare) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.