ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କ ରାଗିଂ, କୁଳପତି କହିଲେ ତଦନ୍ତ ଚାଲିଛି

ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ। ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ୱେଲକମ ସେରିମନି ବାହାନାରେ ରାଗିଂ ହୋଇଥିବା ସୂଚନା। ସିନିୟର ଛାତ୍ରମାନେ ଜୁନିୟର ଛାତ୍ରମାନଙ୍କର  ସାର୍ଟ ଚିରି ସେମାନଙ୍କୁ ଅର୍ଦ୍ଧ ଉଲଗ୍ନ କରି ନଚେଇଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଘଟଣାର ତଦନ୍ତ ଚାଲିଥିବା  ନେଇ କୁଳପତି ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.