Browsing Tag

Ragging allegation

ପୁଣି ରାଜଧାନୀରେ ରାଗିଂ ଅଭିଯୋଗ: ମଦ ପିଇବାକୁ ଟଙ୍କା ନଦେବାରୁ ଛାତ୍ରଙ୍କୁ କାଠ ଫାଳିଆରେ ମାଡ, ଅଧ ଘଣ୍ଟା ଧରି କରାଇଲେ…

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ବେସିକ ସାଇନ୍ସ କଲେଜରେ ଛାତ୍ରଙ୍କୁ ରାଗିଂ ନେଇ ଏତଲା। ଖଣ୍ଡଗିରି ଥାନାରେ ଏତଲା ଦେଲେ ଛାତ୍ର ସୋମନାଥ ସେଠୀ। ସୋମନାଥ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ୩ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାଡ ମାରିଥିବା ନେଇ…

ସମ୍ବଲପୁରର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ବିଦା ହେଲେ ୮ ଛାତ୍ର

ସମ୍ବଲପୁର(କେନ୍ୟୁଜ୍): ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ୮ ଛାତ୍ରକୁ ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ । ଛାତ୍ରଙ୍କୁ ମାଡ଼ ମାରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ବଲପୁର ସହରରେ ଏହି ଘଟଣା…

ସମ୍ବଲପୁରର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ! ଆଣ୍ଟି ରାଗିଂ ସେଲରେ ଅଭିଯୋଗ କଲେ ପୀଡିତା ଛାତ୍ରୀ

ସମ୍ବଲପୁର: ସମ୍ବଲପୁରରେ ରାଗିଂ ଅଭିଯୋଗ । ମାଝିପାଲି ସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜରୁ ରାଗିଂ ଅଭିଯୋଗ ହୋଇଛି । କଲେଜର ୪ଜଣ ଜୁନିୟର ଛାତ୍ରୀଙ୍କୁ ସିନିୟର ରାଗିଂ କରିଥିବା ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଆଣ୍ଟି ରାଗିଂ ସେଲ୍‌ରୁ ଚିଠି…

ସମ୍ବଲପୁର: ପୁଣି ଭିସୁଟରେ ର‍୍ୟାଗିଂ, ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ରେ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ । ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ର ଏହି ଅଭିଯୋଗ ଆଣିଛନ୍ତି। ଛାତ୍ର ଜଣଙ୍କ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଛାତ୍ର ଜଣକ…

ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କ ରାଗିଂ, କୁଳପତି କହିଲେ ତଦନ୍ତ ଚାଲିଛି

ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ। ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ୱେଲକମ ସେରିମନି ବାହାନାରେ ରାଗିଂ ହୋଇଥିବା ସୂଚନା। ସିନିୟର ଛାତ୍ରମାନେ ଜୁନିୟର ଛାତ୍ରମାନଙ୍କର  ସାର୍ଟ ଚିରି ସେମାନଙ୍କୁ ଅର୍ଦ୍ଧ ଉଲଗ୍ନ କରି ନଚେଇଥିବାର ଭିଡିଓ ସାମ୍ନାକୁ…

ଓୟୁଏଟିରେ ର‍୍ୟାଗିଂ ଅଭିଯୋଗ, ଥାନାକୁ ଗଲେ ଦୁଇ ଛାତ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି କଲେଜରେ ର‍୍ୟାଗିଂ ଭିଯୋଗ । ଓୟୁଏଟି କୃଷି ବିଭାଗ ପ୍ରଥମ ବର୍ଷ ର ଛାତ୍ରଙ୍କୁ ରାଙ୍ଗି ଅଭିଯୋଗ। ଦୁଇଜଣ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ଲୁହା ରଡ୍‌ରେ ପିଟିବା ସହ, ଖରାରେ ଠିଆ ହେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଆଜି ଦୁଇ ଛାତ୍ର…