Below header

ପିଏମଙ୍କ #VoteKar କ୍ୟାମ୍ପେନ୍ ପାଇଁ ମିଳିଲା ବଲିଉଡ଼ର ସାଥ୍, କଳାକାର ଦେଲେ ଏପରି ଜୋସ୍

ମୁମ୍ବାଇ : ଆଗମୀ ଲୋକସଭା ନିର୍ବାଚନରେ ଅଧିକାରୁ ଅଧିକା ଲୋକ ଭୋଟ ନେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟ୍ବିଟରେ #VoteKar ନାମକ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏହି କ୍ୟାମ୍ପେନରେ ସବୁକ୍ଷେତ୍ରର ମୁଖ୍ୟଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମଧ୍ୟ ଦେଶବାସୀଙ୍କୁ ଭୋଟ ଦେବା ପାଇଁ ପ୍ରେରିତ କରିବା ପାଇଁ କହିଥିଲେ ନରେନ୍ଦ୍ର ମୋଦି। ଯାହାଦ୍ବାରା ଅଧିକରୁ ଅଧିକ ଲୋକ ନିର୍ବାଚନରେ ଭୋଟଦେବା ପାଇଁ ଭୋଟ କେନ୍ଦ୍ରରେ ପହଞ୍ଚିବେ। ମୋଦିଙ୍କ ଏହି ଅନୁରୋଧ ପରେ ବଲିଉଡ଼ରୁ ବହୁତ ମାତ୍ରାରେ ତାଙ୍କୁ ସମର୍ଥନ ମିଳିଛି।

ଦେଖନ୍ତୁ କେଉଁ କଳାକାର କିପରି ମୋଦିଙ୍କ ଏହି କ୍ୟାମ୍ପେନକୁ ସମର୍ଥନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.