କମେଡି ପରେ ବୋଲ୍ଡ ଅନ୍ଦାଜରେ ଲୋକଙ୍କ ହୋସ ଉଡାଉଛନ୍ତି ଏହି ଦୁଇ ଭଉଣୀ, ଏବେ ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡ୍

ଲୋକପ୍ରିୟ ଟିଭି କମେଡି ଶୋ ‘ଦ କପିଲ ଶର୍ମା ଶୋ’ରେ ଚିଙ୍କି ଓ ମିଙ୍କି ଭୂମିକାରେ ନଜର ଆସୁଥିବା ଜାଆଁଳା ଭଉଣୀଙ୍କ ବୋଲ୍ଡ ଫଟୋ ଆଜିକାଲି ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି । ଚିଙ୍କି ଓ ମିଙ୍କିର ପ୍ରକୃତ ନାଁ ସୁରଭି ଓ ସମୃଦ୍ଧି । ଏହି ଫଟୋ ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ୟୁଜର୍ସଙ୍କୁ ଏହା ବହୁତ ପସନ୍ଦ ଆସୁଛି ଏବଂ ପୋଷ୍ଟରେ ଲଗାତର ଲାଇକ୍ ଓ କମେଣ୍ଟ୍ସ ମଧ୍ୟ ଆସୁଛି ।

ଏହି ଦୁଇ ଭଉଣୀଙ୍କୁ କପିଲ ଶର୍ମା ଶୋରେ ପରିଚୟ ମିଳିବା ପରେ ଏବେ ସେମାନଙ୍କ ପ୍ରଶଂସକଙ୍କ ସଂଖ୍ଯା ବଢିବାରେ ଲାଗିଛି। ସୁରଭି ଓ ସମୃଦ୍ଧି ସୋସିଆଲ ନେଟୱର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ୍ ରୁହନ୍ତି । ସେମାନଙ୍କର ଇନଷ୍ଟାଗ୍ରାମରେ ୫.୩ ମିଲିୟନ୍ ଫଲୋର୍ସ ଅଛନ୍ତି ।

minkiଏପର୍ଯ୍ୟନ୍ତ ଲୋକମାନେ କେବଳ ତାଙ୍କର କମେଡି ଦେଖିଥିଲେ କିନ୍ତୁ ଏଥର ତାଙ୍କ ହଟ୍ ଅନ୍ଦାଜ ମଧ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ହୋଶ୍ ଉଡାଉଛି । ଏହି ଦୁଇ ଯାଆଁଳା ଭଉଣୀ କୌଣସି ସେଲିବ୍ରିଟିଠୁ କମ୍ ନୁହଁନ୍ତି । ଉଭୟ ନିଜ ଦମଦାର୍ ଅଭିନୟରେ ଲୋକଙ୍କ ହୃଦୟ ଜିତୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.