Below header

ପାଣିରେ ନିଆଁ ଲଗାଇ ଦେଲେ ଦିଶା ପାଟନି, ଦେଖନ୍ତୁ ଭିଡିଓ

ଆଦତ୍ୟ ରୟକପୁର ଏବଂ ଦିଶା ପାଟନିଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’କୁ ନେଇ ଏବେ ସିନେ ପ୍ରେମୀ ବେଶ୍‌ ଉତ୍ସାହିତ । ମୋହିତ ସୁରୀଙ୍କ ନିର୍ଦ୍ଦେଶତ ଏହି ଫିଲ୍ମର ଏକ ଦମ୍‌ଦାର ଟିଜର ଆଜି ଦିଶା ତାଙ୍କ ଇନଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି । ଏଥିରେ ଦିଶା ଓଦା ଦେହରେ ବିକନି ପିନ୍ଧି ବାହାରି ଆସୁଛନ୍ତି । ପୁଣି ଆଦିତ୍ୟଙ୍କ ଭିନ୍ନ ଲୁକ୍‌ ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଏବେ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଦେଖୁଛନ୍ତି ଲୋକେ ।
ଗତ ସପ୍ତାହରେ ‘ମଲଙ୍ଗ’ର ଏକ ଗୀତ ‘ଚଲ୍‌ ଘର ଚଲେଁ…’ ରିଲିଜ୍‌ ହୋଇ ଖୁବ୍‌ ଲୋକପ୍ରିୟ ହୋଇଛି । ତେଣୁ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଛନ୍ତି ଦର୍ଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.