Below header

ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେବ ‘ଦ ଲାୟନ କିଙ୍ଗ୍‌’

କେନ୍ୟୁଜ୍: ଫିଲ୍ମ ଫ୍ରାଇଡେରେ ପରଦାର ଧମାଲ କରିବ ବଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’। ଫିଲ୍ମରେ ଜଙ୍ଗଲର ରାଜା ମୁଫାସା ଓ ତାଙ୍କ ପୁଅ ସିମ୍ବାର କାହାଣୀ ଦେଖିବାକୁ ମିଳିବ । ହିନ୍ଦୀ ସଂସ୍କରଣରେ ଭଏସ ଦେଇଛନ୍ତି ଶାହାରୁଖ ଓ ଆର‌ିୟନ୍ । ପ୍ରଥମ ଥର ପାଇଁ କୌଣସି ଫିଲ୍ମରେ ଆର‌ିୟନ୍ ବାପା ଶାହାରୁଖଙ୍କ ସହ ଏକାଠି କାମ କରିଛନ୍ତି । ମୁଫାସାର ଭଏସ ଶାହାରୁଖ ଦେଇଥିବା ବେଳେ ଶିମ୍ବାର ଭଏସ ଦେଇଛନ୍ତି ଆର‌ିୟନ୍ । ଚଳିତ ସିରିଜରେ ମେକର୍ସ ଆଡଭାନ୍ସ ଆନିମେନସନର ବ୍ୟବହାର କରାଯାଇଛି ।

ଏହାସହ ପଢନ୍ତୁ : ଶେଖର ସୁମନଙ୍କ କୋଲ୍ଡ ଡ୍ରିଙ୍କ୍ସ ରୁ ବାହାରିଲା ପୋକ, ଫଟୋ ସେୟାର କରି ନ ପିଇବାକୁ ଦେଲେ ପରାମର୍ଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.