ଝିଅ ସାମ୍ନାରେ ଦ୍ଵିତୀୟ ବିବାହ କଲେ ଗୋବିନ୍ଦା, ସୋସିଆଲ ମିଡିଆରେ ଭାଇରଲ ହେଲା ଫଟୋ

ଚଳଚ୍ଚିତ୍ର ଜଗତରୁ ନିଜକୁ ଦୁରେଇ ରଖିଥିବା ଗୋବିନ୍ଦା ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି । ନିକଟରେ ‘ଦ କପିଲ ଶର୍ମା’ ଶୋରେ ନଜର ଆସିଥିବା ଗୋବିନ୍ଦା ବହୁତ ମସ୍ତି ମଜାକ ସହ ସେଟରେ ହିଁ କରିଥିଲେ ଦ୍ଵିତୀୟ ବିବାହ ।

गोविंदा

ସୂଚନା ଅନୁଯାୟୀ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜାଙ୍କର ଏକ ସଙ୍ଗ ରିଲିଜ ହୋଇଛି । ଏହି ଗୀତକୁ ଗଜେନ୍ଦ୍ର ବର୍ମା କଣ୍ଠଦାନ କରିବା ସହିତ ଅନସ୍କ୍ରିନ ମଧ୍ୟ ନଜରକୁ ଆସୁଛନ୍ତି । ତେବେ ଏହି ଗୀତକୁ ଜୋରସୋର ପ୍ରଚାର କରୁଛନ୍ତି ପିତା ଗୋବିନ୍ଦା । ନିକଟରେ ଦ କପିଲ ଶର୍ମା ଶୋକୁ ଗଜେନ୍ଦ୍ର ବର୍ମା ଓ ଟିନାଙ୍କ ସହିତ ଗୋବିନ୍ଦ ଏବଂ ତାଙ୍କ ପତ୍ନୀ ସୁନିତା ମଧ୍ୟ ଆସିଥିଲେ । ତେବେ ଶୋ ମଧ୍ୟରେ ଗୋବିନ୍ଦା ପତ୍ନୀ ସୁନିତାଙ୍କ ମଥାରେ ସିନ୍ଦୁର ଦେଇ ତାଙ୍କୁ ପୁଣିଥରେ ବିବାହ କରିଥିଲେ । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

द कपिल शर्मा शो में गोविंदा

ଗୋବିନ୍ଦା ପତ୍ନୀ ସୁନିତାଙ୍କ ମଥାରେ ସିନ୍ଦୁର ଦେବାପରେ ଦୁହେଁମିଶି ରୋମାଣ୍ଟିକ ଡ୍ୟାନ୍ସ ମଧ୍ୟ କରିଥିଲେ । ଶୋରେ କପିଲ ସୂନିତାଙ୍କୁ ପଚାରିଥିଲେ ଯେ ଯେତେବେଳେ ଆପଣଙ୍କ ମଧ୍ୟରେ ଝଗଡା ହୁଏ ସେତେବେଳେ କଣ ଆପଣ ମାର୍କେଟ ଯାଇ ସାର(ଗୋବିନ୍ଦା)ଙ୍କ କାର୍ଡରୁ ସପିଙ୍ଗ କରନ୍ତି, ଯେପର୍ଯ୍ୟନ୍ତ ସେ ସରି କହିନାହାନ୍ତି । ଏହାର ମଜାଦାର ଉତ୍ତରରେ ସୁନିତା କହିଥିଲେ ଯେ ଗୋବିନ୍ଦାଙ୍କ ପାଖରେ ଗୋଟିଏ ବି କ୍ରେଡିଟ କାର୍ଡ ନାହିଁ ସେସବୁ ମୁଁ ମୋ ନିଜ ପାଖରେ ହିଁ ରଖିଛି ।

 

View this post on Instagram

 

Gajendra Verma With Tina Ahuja Singing on TKSS #tkss #SonyTV #govinda #tinaahuja #gajenderverma #sunitaahuja

A post shared by VRAJESH JANI (@vrajeshjani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.