କରୋନାର ଶିକାର ହେଲା କୁଇନ କଙ୍ଗନା, କହିଲେ ‘ ଜଣାନଥିଲା କି ଏହି ଭାଇରସ ମୋ ଶରୀରରେ ପାର୍ଟି କରୁଥିଲା’

କରୋନା ଭାଇରସ ଏବେ ବଲିଉଡରେ ନିଜର କାୟା ମେଲାଇଛି। ଅନେକ ବଲିଉଡ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ଟିଭି କଳାକାରଙ୍କୁ ମଧ୍ୟ କରୋନା କବଳିତ କରିଛି। ଏବେ କରୋନା କୁଇନ କଙ୍ଗନା ରଣାୱତଙ୍କୁ ନିଜର ଶିକାର ବନାଇଛି। କଙ୍ଗନା କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି ବୋଲି ଏଏନଆଇ ଟ୍ବିଟ କରି ଜଣାଇଛନ୍ତି। ଏହା ସହିତ ନିଜର ସ୍ବାସ୍ଥ୍ଯାବସ୍ଥା ମଧ୍ୟ ସେୟାର କରିଛନ୍ତି।


ଖବର ମୁତାବକ, ଟ୍ବିଟର ବନ୍ଦ ହେବା ପରେ କଙ୍ଗନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଆପତ୍ତିଜନକ ପୋଷ୍ଟ କରିଛନ୍ତି । ଏହାସହ ସେ ଇନଷ୍ଟାଗ୍ରାମ ଷ୍ଟୋରୀର ଲିଙ୍କ୍ ମଧ୍ୟ ଦେଇଛନ୍ତି ।

 

View this post on Instagram

 

A post shared by Kangana Ranaut (@kanganaranaut)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.