Below header

ନିଜ ପ୍ୟାଣ୍ଟର ଚେନ୍‌ ଦେବାକୁ ଭୁଲି ଯାଇଥିଲେ କାର୍ତ୍ତିକ ଆର୍ୟନ, ତାଙ୍କୁ ଦେଖି ଏପରି କହିଲେ ଅନନ୍ୟା ପାଣ୍ଡେ

ବଲିଉଡର କ୍ୟୁଟ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ନିଜ ଫିଲ୍ମ ‘ପତି ପତ୍ନୀ ଔର ବୋ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଛନ୍ତି ଭୂମି ପେଡେନକର ଏବଂ ଅନନ୍ୟା ପାଣ୍ଡେ ନଜର ଆସିବେ। ନିକଟରେ କାର୍ତ୍ତିକ ପ୍ରମୋସନ ପାଇଁ ଏବେ ବ୍ୟସ୍ତ ରହିଯାଇଛନ୍ତି ଯେ ସେ ତାଙ୍କ ପ୍ୟାଣ୍ଟର ଚେନ୍‌ ଲଗାଇବାକୁ ଭୁଲିଯାଇଛନ୍ତି।

bhumi ananya

ସୋସିଆଲ ମିଡିଆରେ କାର୍ତ୍ତିକ ଆର୍ୟନଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କାର୍ତ୍ତିକ ସୋଫାରେ ବସି ଖାଉଛନ୍ତି। ଆଉ ଏହି ଭିଡିଓରେ କ୍ୟାମେରା ପର୍ସନ ଏବଂ ଅନ୍ୟ ଲୋକ ମଧ୍ୟ ନଜର ଆସୁଛନ୍ତି। ଏହି ସମୟରେ ତାଙ୍କ ପାଖରେ ବସିଥିବା କୋ-ଷ୍ଟାର ଅନନ୍ୟା ପାଣ୍ଡେ ତାଙ୍କୁ ଚେନ୍‌ ବନ୍ଦ କରିବାକୁ କହୁଛନ୍ତି।

kartik

ଅନନ୍ୟାଙ୍କ ଠାରୁ ଏହା ଶୁଣିବା ପରେ କାର୍ତ୍ତିକ ଚେନ୍‌ ବନ୍ଦ କଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା କାର୍ତ୍ତିକ ପିନ୍ଧିଥିବା ଟ୍ରାକ୍‌ ପ୍ୟାଣ୍ଟର ସାଇଡ୍‌ ଚେନ୍‌ ଥିଲା। ଏହି ସମୟରେ କାର୍ତ୍ତିକ କେଉଁଭଳି ଏକ୍ସପ୍ରେସନ୍‌ ଦେଉଛନ୍ତି ଆପଣ ବି ଦେଖନ୍ତୁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ପତି ପତ୍ନୀ ଔର ବୋ’ ଏକ ରୋମାଣ୍ଟିକ କମେଡି ଫିଲ୍ମ ଅଟେ ଏବଂ ଏଥିରେ କାର୍ତ୍ତିକ ଏବଂ ଭୂମି ପତି-ପତ୍ନୀ ଏବଂ ଅନନ୍ୟା ପାଣ୍ଡେ ତାଙ୍କର ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିବାର ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.