Below header

Bigg Boss 13 : ସାମ୍ନାକୁ ଆସିଲା ସଦସ୍ୟଙ୍କ ନାମ, ଦେଖନ୍ତୁ ତ ଆପଣଙ୍କ ପ୍ରିୟ ଷ୍ଟାରଙ୍କ ଚେହେରା ଅଛି କି ସାମିଲ

କଲର୍ସ ଟିଭିର ସବୁଠାରୁ ଚର୍ଚ୍ଚିତ ରିୟଲିଟି ଶୋ ବିଗବସ୍‌ ୧୩ ଆରମ୍ଭ ହୋଇସାରିଛି। ବିଗବସ ଘରର ସଦସ୍ୟଙ୍କ ନାମ ସାମ୍ନାକୁ ଆସିଛି। ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଏଣ୍ଟ୍ରୀ ହୋଇସାରିଛି। ଏହାସହିତ ସିଦ୍ଧାର୍ଥ ଡେ, ପାରସ ଛାବଡା, ଅବୁ ମଲିକ ଏବଂ ଆସିମ ରିଆଜଙ୍କର ଏଣ୍ଟ୍ରୀ ହୋଇଯାଇଛି। ଏହାସହିତ ଅଭିନେତ୍ରୀ ମାହିରା ଶର୍ମାଙ୍କର ମଧ୍ୟ ଏଣ୍ଟ୍ରୀ ହୋଇସାରିଛି।

ସିଦ୍ଧାର୍ଥ ଶୁକ୍ଳା
https://www.facebook.com/ColorsTV/videos/909575862732177/

ସିଦ୍ଧାର୍ଥ ଡେ

https://www.facebook.com/ColorsTV/videos/395221624440099/

ପାରସ ଛାବଡା

https://www.facebook.com/ColorsTV/videos/489242531926412/

ଅବୁ ମଲିକ

https://www.facebook.com/ColorsTV/videos/444924439704514/

ଆସିମ ରିଓ୍ଵାଜ୍‌

https://www.facebook.com/ColorsTV/videos/540304243445176/

ମାହିରା ଶର୍ମା

https://www.facebook.com/ColorsTV/videos/2451156361667392/

ଦେବୋଲିନା ଭଟାଚାର୍ଯ୍ୟ

https://www.facebook.com/ColorsTV/videos/955144808175895/

ରଶ୍ମି ଦେଶାଇ

https://www.facebook.com/ColorsTV/videos/477097296209467/

ଶେଫାଳି ବଗ୍‌ଗା

https://www.facebook.com/ColorsTV/videos/398180864465262/

ସେହନାଜ ଗିଲ

https://www.facebook.com/ColorsTV/videos/2474949042770389/

ଦଲଚିଜିତ କୌର

https://www.facebook.com/ColorsTV/videos/2422557677985335/

କୋଏନା ମିତ୍ରା

https://www.facebook.com/ColorsTV/videos/517564942428878/

ଆରତି ସିଂହ

https://www.facebook.com/ColorsTV/videos/442965106339363/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.