ରାକ୍ଷୀ ସାଓ୍ଵନ୍ତ ଭିଡିଓରେ ପ୍ରଥମେ ଦେଖାଇଲେ ସ୍ୱାମୀ, ଆଉ ଏବେ କହୁଛନ୍ତି ମୁଁ ମା’ ହେବାକୁ ଯାଉଛି !

ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ଫ୍ୟାନ୍ସଙ୍କ ସହିତ ଲୁଚାଲୁଚି ଖେଳ ଖେଳୁଛନ୍ତି। ନିକଟରେ ସେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଟାସ୍କ ଦେଇଥିଲେ ମୋର ସ୍ୱାମୀ ଚିହ୍ନ। ସେହିପରି ସେ ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଗତ କିଛି ଦିନରେ ରାକ୍ଷୀ ସାଓ୍ଵନ୍ତ ନିଜ ଫ୍ୟାନଙ୍କୁ ହଠାତ୍‌ ବିବାହ କରି ଚମକାଇଦେଇଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କୁ ଦେଖାଇନଥିଲେ।

ଏମିତିରେ ତାଙ୍କ ବିବାହକୁ ନେଇ ପ୍ରେଗନେନ୍ସୀ ପର୍ଯ୍ୟନ୍ତ ସବୁ ପ୍ରକାର ଗୁଜବ ଆସିସାରିଲାଣି। ଏବ ରାକ୍ଷୀ ଏକ ନୂଆ ଭିଡିଓ ସେୟାର କରି କହିଲେ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ୟୁକେ ପହଁଚିସାରିଲେଣି। ଏବେ ରାକ୍ଷୀ ଗୋଟିଏ ଦିନ ପୂର୍ବରୁ ଏକ ନୂଆ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓରେ ସେ ପ୍ରେଗନେଣ୍ଟ ଥିବା କହୁଥିବା ନଜର ଆସୁଛନ୍ତି। ଆପଣ ବି ଦେଖନ୍ତୁ ରାକ୍ଷୀଙ୍କର ଏହି ଭିଡିଓ।

 

View this post on Instagram

 

A post shared by Rakhi Sawant (@rakhisawant2511) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.