Below header

ହ୍ରିତିକଙ୍କ ଗୀତରେ ଯୁବକ ଏମିତି ଜବରଦସ୍ତ ଡ୍ୟାନ୍ସ କଲେ ଯେ ଟାଇଗର ଶ୍ରଫ ହେଲେ ଆଶ୍ଚର୍ଯ୍ୟ, ଆପଣ ବି ଦେଖନ୍ତୁ

ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଇଣ୍ଟରନେଟରେ ଏହି ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଜାଣିଛନ୍ତି ଇଣ୍ଟରନେଟରେ ଡ୍ୟାନ୍ସ ଭିଡିଓ ପୋଷ୍ଟ କରି ଅନେକ ଲୋକ ରାତାରାତି ଷ୍ଟାର ହୋଇଯାଇଛନ୍ତି। ନିକଟରେ ମାଇକେଲ ଜାକସନଙ୍କ ଭଳି ମୁନ୍‌ ଓ୍ଵାକ କରୁଥିବା ଜଣେ ବ୍ୟକ୍ତି ଇଣ୍ଟରନେଟ ସେନସେସନ୍‌ ହୋଇଯାଇଛନ୍ତି।

ତାଙ୍କ ଡ୍ୟାନ୍ସ ଦେଖି ଟାଇଗର ଶ୍ରଫ ମଧ୍ୟ ମୁଗ୍ଧ ହୋଇଯାଇଛନ୍ତି। ଟାଇଗର ଶ୍ରଫ ତାଙ୍କ ସହିତ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ ମଧ୍ୟ କରିଛନ୍ତି। ତେବେ ଏବେ ତାଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଠି ଯୁବକ ଜଣଙ୍କ ହ୍ରିତିକ ରୋସନଙ୍କ ଗୀତରେ ଧମାକାପୂର୍ଣ୍ଣ ଡ୍ୟାନ୍ସ କରୁଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି ଆଉ ଲୋକେ ମଧ୍ୟ ତାଙ୍କ ଡ୍ୟାନ୍ସକୁ ଖୁବ୍‌ ପ୍ରଶଂସା କରୁଛନ୍ତି।

 

View this post on Instagram

 

Dheere dheere se #dance #freestylerap x #feelsong #urban #reels #instagramreels #viralvideo

A post shared by V I N A Y 🤸 (@its_vinay86) on


ଭିଡିଓରେ ଦେଖାଯାଉଛି ଯେ ବିନୟ ନାମକ ବ୍ୟକ୍ତି ହ୍ରିତିକ ରୋସନଙ୍କ ଗୀତ ‘ଧୀରେ ଧୀରେ ସେ ମେରୀ ଜୀନ୍ଦେଗୀ ମେଁ ଆନା’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସେ ଅବିକଳ ହ୍ରିତିକ ରୋସନଙ୍କ ଭଳି ଡ୍ୟାନ୍ସ କରୁଛନ୍ତି। ଘରର ଛାତ ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍‌ ଭାଇରାଲ ହେଉଛି।

ବିନୟଙ୍କର ଏହି ଭିଡିଓକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ଏବେ ପଯ୍ୟର୍ନ୍ତ ୬.୭ ମିଲିୟନ ଭ୍ୟୁଜ ହୋଇସାରିଛି।

 

View this post on Instagram

 

Isq wala love💓 #dance #feel #freestyle #instagramreels #moves #viralpost #videostar #lovesongs❤️ #lovestory❤️

A post shared by V I N A Y 🤸 (@its_vinay86) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.