ସିଙ୍ଗର ନେହା ଭାସିନ୍‌ଙ୍କ ଏହି ହଟ୍‌ ବିକିନି ଫଟୋ ଫ୍ୟାନ୍‌ଙ୍କୁ କଲା ମତୁଆଲା

ଫିଲ୍ମ ଇଣ୍ଡଷ୍ଟ୍ରୀକୁ ସିଙ୍ଗର ନେହା ଭାସିନ୍‌ ଅନେକ ହିଟ୍‌ ଗୀତ ଦେଇସାରିଛନ୍ତି। ହିଟ୍‌ ଗୀତ ବାଜିବା କ୍ଷଣି ଫ୍ୟାନ୍‌ମାନଙ୍କ ମୁହଁରେ ନେହା ଭାସିନ୍‌ଙ୍କ ନାଁ ହିଁ ଆସିଯାଇଥାଏ। ତେବେ ଗୀତ ସହ ତାଙ୍କ ଲୁକ୍‌ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥାଏ।

ph1

ନେହା ଭାସିନ୍‌ ଚଳିତବର୍ଷ ନ୍ୟୁ ଇୟର୍‌ ଦେଶ ବାହାରେ ଥାଇଲ୍ୟାଣ୍ଡରେ ସେଲିବ୍ରେଟ୍‌ କରିଛନ୍ତି। ଏଠାରୁ ସେ ନିଜ ଫ୍ୟାନ୍‌ମାନଙ୍କ ପାଇଁ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ନେହା ସବୁବେଳେ ନିଜ ବୋଲ୍ଡ ଲୁକ୍‌କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଆନ୍ତି। ଏଥର ମଧ୍ୟ ସେ ବିକିନି ଲୁକ୍‌ରେ ଅନେକ ଫଟୋ ଫ୍ୟାନ୍‌ମାନଙ୍କ ପାଇଁ ଶେୟାର କରିଛନ୍ତି।

ph4

ଫଟୋରେ ଦେଖିବାକୁ ମିଳୁଛି ଯେ ନେହା ଭାସିନ୍‌ ସମୁଦ୍ର ଢେଉ ମଝିରେ ଛିଡ଼ା ହୋଇଛନ୍ତି। ସେ ପ୍ରାୟତଃ ଭେକେଶନରେ ଥାଆନ୍ତି। କିନ୍ତୁ ତାଙ୍କର ଏହି ଲୁକ୍‌ ଫ୍ୟାନ୍‌ମାନଙ୍କୁ ମତୁଆଲା କରିଦେଇଛି।

ph66

ସମୁଦ୍ର ଢେଉରୁ ବାହାରକୁ ଆସିବା ପରେ ନେହା କିଛି ସେଲ୍ଫି ମଧ୍ୟ ନେଇଥିଲେ, ଯେଉଁଥିରେ ସେ ଖୁବ୍‌ ଖୁସି ଥିବା ଦେଖାଯାଇଥିଲା। ସୂଚନାଥାଉ କି, ନେହା ଭାସିନ୍‌ ଅନୁ ମଲ୍ଲିକଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.