ଫ୍ଯାନଙ୍କ ତାପମାତ୍ରା ବଢାଇଲା ନିଆ ଶର୍ମାଙ୍କ ଫଟୋ, ଆପଣ ଦେଖି ମଧ୍ୟ ନିଜକୁ ସମ୍ଭାଳିପାରିବେନି

ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜର ସେକ୍ସି ଫିଗରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜର ସେକ୍ସି ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନିଆ ଶର୍ମା । କେବେ ନିଆ ନିଜର ଫିଟ୍ନେସକୁ ନେଇ ତ ଆଉ କେବେ ଫଟୋଶୁଟକୁ ନେଇ। ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ହେବା ସତ୍ତ୍ୱେ ବଲିଉଡର ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି ନିଆ। ନିକଟରେ ପୁଣି ଏକ ଫଟୋଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ନିଆ। ସବୁବେଳେ ନିଜର ବୋଲ୍ଡନେସକୁ ନେଇ ଲାଇମଲାଇଟରେ ରହନ୍ତି ନିଆ।

ନିକଟରେ ନିଆ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋରେ ନିଆ ବ୍ଲାକ ରଙ୍ଗର ଡ୍ରେସରେ ନଜର ଆସିଛନ୍ତି। ନିଆଙ୍କ ଏହି ଲୁକ୍ ବେଶ କ୍ଲାସି ଲାଗୁଛି। ନିଆଙ୍କ ଏପରି ଲୁକ୍ ଦେଖି ଫ୍ଯାନଙ୍କ ତାପମାତ୍ରା ବଢିଯାଇଛି। ଡ୍ରେସ ସାଙ୍ଗକୁ ମେକଅପ୍ ସମସ୍ତ ଫ୍ଯାନକୁ ପାଗଳ କରିଛି।

nia s
photo credit: Zee News

ଏହି ଫଟୋରେ ନିଆ କ୍ଯାପସନ ଦେଇଛନ୍ତି, ‘ଟ୍ଯାନ ଲାଇନ୍ସ, ବ୍ଲର୍ଡ ଲାଇନ୍ସ ଠାରୁ ଭଲ। ନିଆଙ୍କ ଏହି ଫଟୋ ଫ୍ଯାନ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.