ରାସ୍ତା ଉପରେ ଦେଖିବାକୁ ମିଳିଲା ନୋରାଙ୍କର ଧମାକେଦାର ଡ୍ୟାନ୍ସ, ଦେଖିବାକୁ ମିଳିଲା ଲୋକଙ୍କର ଜବରଦସ୍ତ ଭିଡ, ଦେଖନ୍ତୁ ଭିଡିଓ

ନୋରା ଫତେହୀ ନିଜର ଡ୍ୟାନ୍ସ ପାଇଁ ସବୁବେଳେ ବହୁତ ଚର୍ଚ୍ଚାରେ ରୁହନ୍ତି। ପ୍ରାୟ ସବୁଦିନ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ତାଙ୍କର ଏହି ଭିଡିଓ ସବୁ ଖୁବ୍‌ ଧମାଲ ମଧ୍ୟ ମଚାଉଛି। ନୋରା ତାଙ୍କ ଇନଷ୍ଟଗ୍ରାମ ଆକାଉଣ୍ଟରେ ନିଜର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସହିତ ଲୋକପ୍ରିୟ ଡ୍ୟାନ୍ସର ସଲମାନ ଖାନ ମଧ୍ୟ ନଜର ଆସୁଛନ୍ତି।


ନୋରାଙ୍କର ସଲମାନଙ୍କ ସହିତ ଲଣ୍ଡନର ରାସ୍ତାରେ ଡ୍ୟାନ୍ସ କରିବାର ଭିଡିଓ। ଏହି ସମୟରେ ସ୍ଥାନୀୟ ଲୋକଙ୍କର ଭୀଡ ମଧ୍ୟ ଦେଖୁବାକୁ ମିଳିଥିଲା।ନୋରାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ୨୯ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓରେ ସଲମାନ ଏବଂ ତାଙ୍କ ଯୋଡିକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଆପଣ ବି ନୋରାଙ୍କର ଏହି ଭିଡିଓ ଦେଖିଲେ ତାଙ୍କ ଡ୍ୟାନ୍ସର ଦିଓ୍ଵାନା ହୋଇଯିବେ।

 

View this post on Instagram

 

Extra AF 😎🔥 #SD3 #StreetDancer3D OUT TODAY ! @marcepedrozo @jerrydsouza6486 @suzan1304

A post shared by Nora Fatehi (@norafatehi) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.