Below header

ମିସ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାରେ ବାଜି ମାରିଲେ ଭୁବନେଶ୍ୱର ପ୍ରୀତିକା ଓ ତମନ୍ନା

ଭୁବନେଶ୍ବର : ସର୍ବଭାରତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ । ଦିଲ୍ଲୀରେ ଅନୁଷ୍ଠିତ ମିସ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାରେ ବାଜି ମାରିଛନ୍ତି ଭୁବନେଶ୍ୱର ଦୁଇ ଝିଅ ପ୍ରୀତିକା ଜେନା ଓ ତମନ୍ନା ଦାସ । ପ୍ରତିଯୋଗିତାରେ ପ୍ରୀତିକା ବିଜୟୀ ମୁକୁଟ ପିନ୍ଧିଥିବା ବେଳେ ତମନ୍ନା ରନର୍ସ ଅପ ହୋଇଛନ୍ତି ।

ସର୍ବଭାରତୀୟ ସ୍ତରରେ ଏହି ପ୍ରତିଯୋଗିତାରେ ୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ମେଣ୍ଟର ତଥା ଗତବର୍ଷର ଲାବନ୍ୟା ଦାସ ସେମାନଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.