Below header

ପୁଣି ପରଦାରେ ଏକାଠି ନଜର ଆସିବେ ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର

ଅନେକ ବର୍ଷ ପରେ ପୁଣି ପରଦାରେ ଏକାଠି ହୋଇଛନ୍ତି ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର । ପୁଣି ଥରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି ଫିଲ୍ମ ନମସ୍ତେ ଇଂଲଣ୍ଡର ଟ୍ରେଲରରେ । ଲଭ ରୋମାନ୍ସ ଓ ବିରହର କାହାଣୀ ରହିଛି ଫିଲ୍ମରେ । ପଞ୍ଜାବରୁ ଇଂଲଣ୍ଡର ସଫର ସହ ପରିଣୀତିଙ୍କ ଗ୍ଲାମରସ ଲୁକ୍ ସହ ପଞ୍ଜାବୀ ଅନ୍ଦାଜ ତାଙ୍କ ଫ୍ୟାନଙ୍କୁ ପସନ୍ଦ ଆସୁଛି ।

ଏହା ସହ ପଢ଼ନ୍ତୁ : ପୁଣି ଥରେ ବାପା ହେଲେ ସାହିଦ୍ : ଜାଣନ୍ତୁ ଏଥର ମୀରାଙ୍କ କୋଳକୁ ପୁଅ ଆସିଲା ନା ଝିଅ

ଫିଲ୍ମ ଇସକଜାଦେରେ ଏହି ଯୋଡି ର୍ପୂବରୁ ନଜର ଆସିଥିଲେ । ନମସ୍ତେ ଇଂଲଣ୍ଡ ହେଉଛି ୨୦୧୧ରେ ରିଲିଜ ହୋଇଥିବା ନମସ୍ତେ ଲଣ୍ଡନର ସ୍ୱିକେଲ । ୧୯ଅକ୍ଟୋବରରେ ରିିଲିଜ ହେବ ଫିଲ୍ମ ନମସ୍ତେ ଇଂଲଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.