Below header

ଓଭାଲରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିଲେ ବିଜୟ ମାଲ୍ୟା

ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟା ଗତକାଲି ଲଣ୍ଡନର ଓଭାଲ ଗ୍ରାଉଣ୍ଡକୁ କ୍ରିକେଟ ମ୍ୟାଚ୍ ଦେଖିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଭାରତ ଫେରିବା ନେଇ ପ୍ରଶ୍ନ କରାଯାଇଥିଲା । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଫେରିବେ କି ନାହିଁ, ସେନେଇ ଜଜ୍ ନିଷ୍ପତ୍ତି ନେବେ । ସୂଚନା ଅନୁସାରେ ବିଜୟ ମାଲ୍ୟା ଗତ ଅଗଷ୍ଟ ୩ରେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଖେଳାଳିଙ୍କୁ ଭେଟିବାକୁ ଚାହିଁଥିଲେ । ହେଲେ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.