ବାପରେ ସଲମାନଙ୍କର ଏ କି ରାଗ ! ସେଲଫି ଉଠାଇବାକୁ ଆସିଥିବା ଫ୍ୟାନଙ୍କ ସହିତ କଲେ କିଛି ଏମିତି, ଦେଖନ୍ତୁ ଭିଡିଓ

ଟିକଟକରେ ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ର୍ରକାରର ଟ୍ରେଣ୍ଡିଂ ଭିଡିଓ ଟ୍ରେଣ୍ଡ କରୁଛି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଏହାଭିତରେ ସଲମାନ ଖାନଙ୍କର ଏକ ଭିଡିଓ ଏବେ ଟ୍ରେଣ୍ଡ କରୁଛି। ସଲମାନ ଖାନ୍‌ ବୋଇଂ ଷ୍ଟ୍ରଙ୍ଗ୍‌ ଫିଟନେସ୍‌ ଇକ୍ୟୁପମେଣ୍ଟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଯେଉଁଥିରେ ସଲମାନ ଖାନ୍‌ ନଜର ଆସିଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ଲୋକଙ୍କର ବହୁତ ଭୀଡ ଦେଖିବାକୁ ମିଳିଥିଲା।

ଯେଉଁ କାରଣରୁ ତାଙ୍କର ବାହାରକୁ ବାହାରିବା ମୁସକିଲ ହୋଇପଡିଲା। କାରଣ ଫ୍ୟାନ ତାଙ୍କୁ ପୂରା ଘେରି ନେଇଥିଲେ। ଯାହାପରେ ସଲମାନ ବହୁତ କ୍ରୋଥିତ ଥିବା ଦେଖିବାକୁ ମିଳିଛି ଏବଂ ଜଣେ ଫ୍ୟାନଙ୍କୁ ଧକ୍କା ମାରୁଥିବା ଭିଡିଓ ମଧ୍ୟ ଦେଖାଯାଉଛି। ଟିକଟକରେ ଏବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ଅନେକ ଲୋକ ଦେଖିସାରିଲେଣି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବେଳେବେଳେ ଲୋକମାନେ ସେମାନଙ୍କ ପ୍ରିୟ ଷ୍ଟାରଙ୍କୁ ଦେଖିବା ପାଇଁ ବହୁତ ଉତ୍ସାହିତ ଥାଆନ୍ତି। ଯେଉଁକାରଣରୁ ଅଭିନେତା ଓ ଅଭିନେତ୍ରୀ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଏହାସହ ପଢନ୍ତୁ : ମେକଅପ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ ତ ଜବରଦସ୍ତ ସପୋର୍ଟ କଲେ୍‌ ଫ୍ୟାନ୍ସ

ଟିକଟକରେ ଆହୁରି ବି ଅନେକ ଟ୍ରେଣ୍ଡିଂ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରୋହିତ ଶର୍ମାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏହି ଭିଡିଓରେ ଫ୍ୟାନ୍ସ ତାଙ୍କୁ ମୁମ୍ବାଇର ରାଜା କହୁଥିବା ଶୁଣିବାକୁ ମିଳୁଛି।ଏହାପରେ ରୋହିତ ଶର୍ମା ହାତ ହଲାଉଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.