Below header

ସପନା ଚୌଧୁରୀଙ୍କୁ ଟକ୍କର ଦେବାପାଇଁ ଷ୍ଟେଜରେ ଚଢିଗଲା ଛୋଟପିଲା , ଆଉ ତାପରେ କଣ ହେଲା ଦେଖନ୍ତୁ ଆପଣ ନିଜେ

ଏହା କେମିତି ସମ୍ଭବ ଡ୍ୟାନ୍ସର ସପନା ଚୌଧୁରୀଙ୍କ ଭିଡିଓ ଆସିବ ଆଉ ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବନି । ଏବେ ସପନାଙ୍କ ଏକ ନୂଆ ଭିଡିଓ ଆସିଛି ସାମ୍ନାକୁ । ଯେଉଁଥିରେ ସପନାଙ୍କ ସହ ଜବରଦସ୍ତ ଠୁମକା ଲଗାଉଛି ଏକ ଛୋଟ ପିଲା । ଲାଗୁଛି ଯେମିତି ଉଭୟଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗୀତା । ତେବେ ଉଭୟଙ୍କ ଏହି ଡ୍ୟାନ୍ସ କିଣି ନେଇଛି ସମସ୍ତଙ୍କ ମନ ।

ପ୍ରକୃତରେ ଏକ ପ୍ରୋଗ୍ରାମରେ ଡ୍ୟାନ୍ସ କରୁଥିବା ବେଳେ ପିଲାଟି ଷ୍ଟେଜକୁ ଚଢିଯାଇଥିଲା । ଏହା ପରେ ନିଜ ପ୍ରତିଭା ଦେଖାଇ ସପନାଙ୍କୁ ଦେଇଥିଲେ ଟକ୍କର । କିଛି ନିଆରା ଡ୍ୟାନ୍ସ ମୁଭ୍ ସହ ସମସ୍ତଙ୍କ ହୃଦୟ ଜିତିନେଇଥିଲା ଛୋଟ ପିଲାଟି । ଏହି ଭିଡିଓକୁ ପ୍ରଥମେ ଇନଷ୍ଟାଗ୍ରାମରେ ସେୟାର୍ କରାଯାଇଥିଲା । ଯାହାକୁ ଏଯାଏଁ ୪୦ହଜାରରୁ ଅଧିକ ଲୋକ ଦେଖିଛନ୍ତି ।

ଆପଣ ବି ଦେଖନ୍ତୁ ଏହି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.