ଲକଡାଉନରେ ଶିଳ୍ପା ସେଟ୍ଟୀ ପ୍ରସ୍ତୁତ କଲେ ଡାଏଟ ପ୍ଲାନ, Fit India Movement ପାଇଁ ଉଠାଇଲେ ବଡ଼ ପଦକ୍ଷେପ

ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ନିଜ ଫ୍ୟାନମାନଙ୍କୁ କହୁଛନ୍ତି, କୌଣସି ଯନ୍ତ୍ରାଂଶ ବ୍ୟବହାର ନ କରି ବି କିଭଳି ନିଜକୁ ଫିଟ ରଖିପାରିବେ ।

ଭିଡିଓରେ ରାଜ କୁନ୍ଦ୍ରା ଦଉଡି ଡେଉଁଥିବା ବେଳେ ଶିଳ୍ପା ତାଙ୍କ ଭିଡିଓ ବନାଉଛନ୍ତି । ଶିଳ୍ପା ଫିଟ ଇଣ୍ଡିଆ ମୁଭମେଣ୍ଟ ଅଧୀନରେ ୨୧ ଦିନର ୱେଟ ଲସ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି, ଯାହାକୁ ତାଙ୍କ ମୋବାଇଲ ଆପରେ ସମ୍ପୂର୍ଣ୍ଣ ମାଗଣାରେ ଦେଖାଯାଇପାରିବ ।

 

View this post on Instagram

 

In association with the #FitIndia movement, the @shilpashettyapp has made its premium ‘21-day Weight Loss program’ absolutely FREE for all new and existing users. To help you stay relaxed and calm in these days, the ‘Meditation for Relaxation program’ will also be FREE for all users. Invest your time in your physical and mental health during this 21-day lockdown and this pandemic engulfing us. I’m doing my bit to make sure you don’t let your health and fitness take a backseat. Will you do your bit too? ~ Thank you, Sir @kiren.rijiju! @official.fitindia ~ Stay at home, stay safe, and stay fit. To download the Shilpa Shetty App, head to my InstaStories! . . . . #SwasthRahoMastRaho #FitIndiaMovement #GetFit2020 #staysafe #stayhome #stayfit

A post shared by Shilpa Shetty Kundra (@theshilpashetty) on

ଲକଡାଉନ ସମୟରେ ଘରେ ଲୋକଙ୍କୁ ଫିଟ ରଖିବା ପାଇଁ ଶିଳ୍ପା ଏହି ପୂରା ପ୍ରୋଗ୍ରାମକୁ ଡାଏଟ ପ୍ଲାନ ସହିତ ପ୍ରସ୍ତୁତ କରିଛନ୍ତି ଏବଂ ନିଜ ଆପରେ ମାଗଣାରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ।

ଶିଳ୍ପା ଭିଡିଓରେ କହିଛନ୍ତି, ୨୧ ଦିନର ଲକଡାଉନ ଭିତରେ ଅଧିକ ସଂଖ୍ୟାରେ ଲୋକେ ଏହି ୱେଟ ଲସ ପ୍ରୋଗ୍ରାମରେ ଭାଗ ନେବେ ବୋଲି ମୋର ଆଶା ଅଛି । ସ୍ୱାସ୍ଥ୍ୟ ହିଁ ଜୀବନ । ଲକଡାଉନରେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଏହା ହେଉଛି ସବୁଠାରୁ ଭଲ ମଉକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.