କଡା ନିଷ୍ପତି ନେଲେ ବାଲିଉଡ଼ ଅଭିନେତ୍ରୀ ସନି ଲିଓନୀ, ଜାଣନ୍ତୁ କାହିଁକି ଫ୍ୟାନ୍ସ ମାନଙ୍କ ସହିତ ମନାକଲେ ସେଲ୍ଫି ଉଠାବାକୁ

ଫିଲ୍ମରେ ଆକ୍ଟିଙ୍ଗ୍ ଏବଂ ଡ୍ୟନ୍ସିଂ ନମ୍ବର କରିବା ପରେ ବର୍ତ୍ତମାନ ସନି ଲିଓନୀ ପ୍ରଡ୍ୟୁସର ହୋଇଯାଇଛନ୍ତି । ସେ ଆଜିକାଲି ନିଜ ସ୍ବାମୀ ଡାନିଏଲ୍ ୱେବରଙ୍କ ସହିତ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ସେ ନିକଟରେ ସୁଟିଙ୍ଗ ପାଇଁ ଟିମ୍ ସହିତ ବିଦେଶ ଯାତ୍ରା କରିଛନ୍ତି। ସନି ସବୁବେଳେ ନିଜ ଫ୍ୟାନ୍ସ ମାନଙ୍କ ସହିତ ଦେଖା କରିଥାନ୍ତି । ସେ କେବେବି ନିଜ ଫ୍ୟାନ୍ସ ମାନଙ୍କୁ ତାଙ୍କ ସହିତ ସେଲ୍ଫି ନେବା ପାଇଁ ମନା କରିନଥାନ୍ତି ।

sunny-leoneକିନ୍ତୁ ବର୍ତ୍ତମାନ ବିଶ୍ବବ୍ୟାପି ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ପାଇଁ ସନି ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ ସେଲ୍ଫି ଉଠାଇବାକୁ ମନା କରିଦେଇଛନ୍ତି । ବୁଧବାର ଦିନ ସନି ନିଜ ସ୍ବାମୀଙ୍କ ସହିତ ଏୟାରପୋର୍ଟରେ ନଜର ଆସିଥିଲେ । ଯେଉଁଠାରେ ସନି ହାତରେ ମାସ୍କ ଧରିଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କର କିଛି ଫ୍ୟାନ୍ସ ସେଲ୍ଫି ନେବାକୁ କହିବାବେଳେ ସନିଙ୍କ ଟିମ୍ ସେମାନଙ୍କୁ ମନା ଦେଇଥିଲେ ।

ଦେଖନ୍ତୁ ଭିଡିଓ:

 

View this post on Instagram

 

#CoronaVirusAlert No Selfie Pls #SunnyLeone at the airport today #instalove #staysafe #wednesday #ManavManglani

A post shared by Manav Manglani (@manav.manglani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.