ପୁଣି ଚର୍ଚ୍ଚାରେ ସନ୍ନି, ଫଟୋଶୁଟ୍‌ରେ ବି ସ୍ୱାମୀଙ୍କ ସହିତ ରୋମାଣ୍ଟିକ୍‌ ଅନ୍ଦାଜରେ ଆସିଲେ ନଜର

ନିଜର ହଟ୍‌ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ସନ୍ନି ଲିଓନ ବଲିଉଡରେ ବେଶ୍‌ ଜଣାଶୁଣା। ସବୁବେଳେ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସନ୍ନି। ସନ୍ନି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ନିକଟରେ ସନ୍ନି ଏକ କ୍ଲାସି ଫଟୋଶୁଟ୍‌ କରାଇଛନ୍ତି। ଏଥିରେ ସନ୍ନି ଏବଂ ପତି ଡାନିଏଲ୍‌ଙ୍କ ରୋମାଣ୍ଟିକ୍‌ ଅନ୍ଦାଜ ନଜର ଆସିଛି।

sunny 2

ଏହାସହ ପଢ଼ନ୍ତୁ : ପ୍ରତିଦିନ ତିନି ଜଣ ମହିଳାଙ୍କ ସହିତ ରାତି ବିତାଉଥିଲେ ଏହି ପପ୍‌ଷ୍ଟାର, କହିଲେ ମିଡିଆ ହିସାବ ଠାରୁ ଅଧିକ

ଏହି ଫଟୋଶୁଟ୍‌ରେ ସନ୍ନି ସିଲଭର କଲରର ଏକ ଗାଉନ ପିନ୍ଧି ହଟ୍‌ ଅବତାରରେ ନଜର ଆସିଛନ୍ତି। ସନ୍ନି ତାଙ୍କର ସବୁ ଫଟୋକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଏଥିରେ ତାଙ୍କ ପତି ଡାନିଏଲ୍‌ ମଧ୍ୟ ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ସନ୍ନିଙ୍କ ଏହି ଡ୍ରେସକୁ ଡିଜାଇନର ସ୍ୱପ୍ନିଲ ସିନ୍ଧେ ଡିଜାଇନ କରିଛନ୍ତି। ଏବେ ସନ୍ନି ଏମଟିଭି ଶୋ ସ୍ପିଲ୍ଟଭିଲ୍ଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ସନ୍ନି ଫିଲ୍ମ ‘ଭିରମଦେବୀ’ ପାଇଁ ବ୍ୟସ୍ତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.