ସବୁ କପଡ଼ା ଖୋଲି ଲଙ୍ଗଳା ଦେହକୁ ଟୋପିରେ ଲୁଚାଇଲେ ସନି ଲିଓନି, କହିଲେ, ‘ଗରମ ଆସିଯାଇଛି’

ସନି ଲିଓନିଙ୍କ ସବୁ ଷ୍ଟାଇଲ ଲୋକଙ୍କୁ ପସନ୍ଦ ଆସିଥାଏ। ନିକଟରେ ଏହି ଅଭିନେତ୍ରୀ ଏମିତି ଏକ ଫଟୋଶୁଟ କରେଇଛନ୍ତି, ଯାହାକୁ ଦେଖି ଲୋକେ ତାଜୁବ ହୋଇଯାଇଛନ୍ତି। ସନିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଡବ୍ବୁ ରତନାନୀ ପ୍ରତ୍ୟେକ ବର୍ଷ ନିଜ କ୍ୟାଲେଣ୍ଡର ପାଇଁ ବଲିଉଡ ସେଲିବ୍ରିଟିଙ୍କ ଫଟୋ ଉଠାଇଥାନ୍ତି। ଏଥର ସେ ସନି ଲିଓନିଙ୍କୁ ନେଇ ଫଟୋଶୁଟ କରିଛନ୍ତି, ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

ଏହି ଫଟୋରେ ସନି ପିଲର ସାହାରାରେ ଛିଡ଼ା ହୋଇଛନ୍ତି। ଏକ ହ୍ୟାଟ ଜରିଆରେ ସେ ନିଜର ଅଧା ଶରୀରକୁ ଲୁଚାଇଛନ୍ତି। ଫଟୋକୁ ସନି ସୋସିଆଲ ମିଡିଆରେ ସେୟାର କରି କ୍ୟାପସନ ଲେଖିଛନ୍ତି କି, ‘ଗରମ ଆସିଯାଇଛି’। ଫ୍ୟାନମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି।

କହି ରଖୁଛୁ, ସନି ଲିଓନି ଖୁବଶୀଘ୍ର ‘Shero’ ଫିଲ୍ମରେ ନଜର ଆସିବେ। ଏହା psychological thriller ଫିଲ୍ମ। ଏଥି ସହିତ ସେ ନିଜର ଜଲୱା Splitsvilla 13ରେ ମଧ୍ୟ ଦେଖାଇବେ।

 

View this post on Instagram

 

A post shared by Sunny Leone (@sunnyleone)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.