ଯେତେବେଳେ ସୁଶାନ୍ତ ସିଂହ ରାଜପୁତ କରିଥିଲେ ଶାହରୁଖ ଖାନଙ୍କ ଆକ୍ଟିଙ୍ଗ୍‌, ଏପରି ରିଆକସନ୍‌ ଦେଲେ କିଙ୍ଗ୍‌ ଖାନ ଦେଖନ୍ତୁ ଭିଡିଓ

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ନିଜ ଅନ୍ଦାଜରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରାଇଥାନ୍ତି। ନିଜ ଫିଲ୍ମ ସହିତ ନିଜ ଷ୍ଟାଇଲ ପାଇଁ ମଧ୍ୟ ଲୋକଙ୍କ ପାଖରେ ବେଶ ପପୁଲାର ହୋଇଥିଲେ ସୁଶାନ୍ତ ସିଂହ ରାଜପୁତ। ତେବେ ସମସ୍ତେ ଜାଣିଛନ୍ତି ଯେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କର ବହୁତ ବହୁତ ବଡ ଫ୍ୟାନ ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତ। ସୁଶାନ୍ତ ବହୁତ ଥର କହିଛନ୍ତି ଯେ ଶାହରୁଖ୍‌ ଖାନଙ୍କ ଠାରୁ ପ୍ରେରିତ ହୋଇ ସେ ଫିଲ୍ମକୁ ଆସିବା ପାଇଁ ସ୍ୱପ୍ନ ଦେଖିଲେ।

ତେବେ ଏହାରି ଭିତରେ ସୁଶାନ୍ତଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେ ଶାହରୁଖ ଖାନଙ୍କ ସହିତ ଷ୍ଟେଜ ଶୋରେ ଯାଉଛନ୍ତି ଏବଂ ନିଜର ଆକ୍ଟିଙ୍ଗରେ ଇମ୍ପ୍ରେସ କରୁଛନ୍ତି। ଏହା ଦେଖି ଶାହରୁଖ୍‌ ଖାନ ମଧ୍ୟ ସୁଶାନ୍ତଙ୍କୁ ଆଲିଙ୍ଗନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.