Below header

ଯୁବପିଢ଼ିଙ୍କୁ ଏବେ ପାଗଳ କରୁଛନ୍ତି ତାରା ସୁତାରିୟା, ମାଳଦ୍ୱୀପ ଯାଇ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଲେ ଏଭଳି ବୋଲ୍ଡ ଫଟୋ

‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ଏବଂ ‘ମରଜାଁଓ୍ଵା’ ଫିଲ୍ମରେ ଧୁମ୍‌ ମଚାଇଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ତାରା ସୁତାରିୟାଙ୍କୁ କିଏ ବା ନ ଜାଣେ। ଏବେ ସେ ଯୁବପିଢ଼ିଙ୍କୁ ମତୁଆଲା କରୁଛନ୍ତି। ନିକଟରେ ତାରା ଛୁଟିର ମଜା ନେବା ପାଇଁ ପହଞ୍ଚିଥିଲେ ମାଳଦ୍ୱୀପ, ଯେଉଁଠି ସେ ଖୁବ୍‌ ମସ୍ତି କରିଥିଲେ।

ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ଏହି ଅଭିନେତ୍ରୀ ମାଳଦ୍ୱୀପରୁ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ବୋଲ୍ଡ ମୋନୋକିନିରେ ନଜର ଆସିଛନ୍ତି। ଏହାସହିତ ମୁଣ୍ଡରେ ବଡ଼ ହ୍ୟାଟ୍‌ ମଧ୍ୟ ଲଗାଇଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ଏ ପଯ୍ୟର୍ନ୍ତ ୬.୧୯ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି।

 

View this post on Instagram

 

Mermaiding 🐚🌊☀️ #globalspa #globalspacation #HeritanceHotelsandResorts #AitkenSpenceHotels #HeritanceAarah #maldives @aadilhooda

A post shared by TARA💫 (@tarasutaria) on

କହି ରଖୁଛୁ ଯେ ତାରା ନିଜ ଆଗାମୀ ଫିଲ୍ମ ‘ତଡ଼ପ’ରେ ନଜର ଆସିବେ। ଏହି ରୋମାଣ୍ଟିକ୍‌ ଆକ୍ସନ ଫିଲ୍ମରେ ତାଙ୍କ ସହିତ ସୁନିଲ ସେଟ୍ଟିଙ୍କ ପୁଅ ଅହାନ୍‌ ସେଟ୍ଟି ଲିଡ୍‌ ରୋଲ୍‌ରେ ରହିବେ। ଅହାନ୍‌ଙ୍କର ଏହା ଡେବ୍ୟୁ ଫିଲ୍ମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.