Below header

ଯୁବକ ଅଟୋବାଲାକୁ ଦେଲେ ଭଡାର ଅଧା ଟଙ୍କା, କହିଲେ ତୁମେ ବି ତ ଅଟୋରେ ଆସିଥିଲ, ଦେଖନ୍ତୁ ଏମିତି କିଛି ଟ୍ରେଣ୍ଡିଂ ଭିଡିଓ

ଟିକଟକରେ ପ୍ରତିଦିନ ବହୁତ ପ୍ରକାର ଭିଡିଓ ଟ୍ରେଣ୍ଡ ହେଉଛି। ସେହି ସବୁ ମଜାଦାର ଭିଡିଓରୁ ଆଜି ଆମେ କିଛି ଟ୍ରେଣ୍ଡିଂ ଭିଡିଓ ଦେଖାଇବାକୁ ଯାଉଛୁ। ଏହି ସବୁ ଭିଡିକୁ ଆପଣ ଯଦି ଥରେ ଦେଖିବେ ହସି ହସି ଗଡିଯିବେ। ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଯେଉଁଥିରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବକ ଅଟୋ ବାଲାକୁ ଅଦ୍ଭୁତ କାହାଣି ବତାଇ କେବଳ ଅଧା ଭଡା ଟଙ୍କା ଦେଉଛନ୍ତି। ଆହୁରି ଅନେକ ଭିଡିଓ ରହିଛି ଯାହାକୁ ଆପଣ ଦେଖିଲେ ହସି ହସି ଗଡିଯିବେ। ତେବେ ଦେଖନ୍ତୁ ଟିକଟକର କିଛି ଟ୍ରେଣ୍ଡିଂ ଭିଡିଓ।

ପ୍ରଥମ ଭିଡିଓରେ ଆପଣ ଦେଖିବେ ଦୁଇ ଜଣ ବାଳକ ଅଟୋରୁ ଓହ୍ଲାଇ ଅଟୋବାଲାକୁ କେତେ ଟଙ୍କା ହେଲା ପଚାରି ଅଧା ଭଡା ଦେଉଛନ୍ତି। କାରଣ ଅଟୋ ବାଲା ବି ତ ସେହି ଆଟୋରେ ଆସୁଥିଲା। ଦେଖନ୍ତୁ ସେହି ମଜାଦାର ଭିଡିଓ।

ଏହି ଭିଡିଓରେ ଆପଣ ଜଣେ ଯୁବକ ଜଣେ ଯୁବତୀଙ୍କୁ ପାର୍କରେ ବାହାରକୁ ଯିବାର ବାଟ ପଚାରୁଛନ୍ତି। ଯୁବତୀ ଯେତେବେଳେ କହୁଛନ୍ତି ତ ଯୁବକ ଜଣଙ୍କ ସଙ୍ଗେ ସଙ୍ଗେ ହସିବାକୁ ଲାଗୁଛନ୍ତି। ଦେଖନ୍ତୁ ଭିଡିଓ।

କାର ସୌକିନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସିବ। ଏହି ଭିଡିଓରେ ଆପଣ ସୁପରକାରକୁ ଦେଖିପାରିବେ। ସ୍ପୀଡ ମିଟର ଅନୁଯାୟୀ ଏହି କାର ଗତି ୫୦୦ କିଲୋମିଟର ପ୍ରତି ଘଣ୍ଟା। ଦେଖନ୍ତୁ ଭିଡିଓ।

ଏହି ଭିଡିଓରେ ଜଣେ ଯୁବକ ନକଲି କୁମ୍ଭୀର ସାହାଯ୍ୟରେ ଦୁଇ ଜଣ ଯୁବତୀଙ୍କୁ ଡରାଉଛନ୍ତି। ଏହି ଭିଡିଓକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଅଭନେତ୍ରୀ ଅଦିତୀ ଶର୍ମା କବିର ସିଂହ ଗୀତରେ ପରଫର୍ମ କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଟିକଟକରେ ବହୁତ ଟ୍ରେଣ୍ଡ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.