‘ଚିକନୀ ଚମେଲୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ହଟ୍‌ ଉର୍ବଶୀ ରୌତେଲା, ଭିଡିଓକୁ ଥରେ ନୁହେଁ ବାର ବାର ଦେଖୁଛନ୍ତି ଫ୍ୟାନ୍ସ

ଉର୍ବଶୀ ରୌତେଲା ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ଧମାଲ ମଚାଉଛନ୍ତି। ତାଙ୍କର ଗୋଟିଏ ଭିଡିଓ ଆସିଲେ ହିଁ ତାହା ଭାଇରାଲ ହୋଇଯାଇଥାଏ। ତେବେ କରୋନା ଲକଡାଉନ ସମୟରେ ସେଲିବ୍ରିଟୀଙ୍କର ଥ୍ରୋବ୍ୟାକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ବର୍ତ୍ତମାନ ଉର୍ବଣୀ ରୌତେଲାଙ୍କ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଚିକନୀ ଚମେଲୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓକୁ ତାଙ୍କ ଟୀମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

urvasiଉର୍ବଶୀଙ୍କ ଏହି ଜବରଦସ୍ତ ଷ୍ଟେଜ ବ୍ଲାଷ୍ଟ କରୁଥିବା ଡ୍ୟାନ୍ସ ଦେଖୁ ତାଙ୍କ ଫ୍ୟାନ୍ସ ବହୁତ ପ୍ରକାର ପ୍ରତିକ୍ରୀୟା ଦେବା ସହିତ ଖୁବ୍‌ ଭାଇରାଲ ମଧ୍ୟ କରୁଛନ୍ତି। ଉର୍ବଶୀଙ୍କୁ ସୋସିଆଲ ମିଡିଆର କ୍ୱିନ ମଧ୍ୟ କୁହାଯାଏ। ତାଙ୍କ ପୋଷ୍ଟ ଖୁବ୍‌ ଦୃଷ୍ଟି ଆର୍କଷଣ କରିଥାଏ। ବହୁତ ସଂଖ୍ୟାରେ ଫ୍ୟାନ୍ସ ଫଲୋଇଙ୍ଗ୍‌ ଥିବା କାରଣରୁ ତାଙ୍କ ଫଟୋ ଏବଂ ଭିଡିଓ ଖୁବ୍‌ ଭାଇରାଲ ହୋଇଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଉର୍ବଶୀ ସନି ଦେଓଲଙ୍କ ସହିତ ସିଂହ ସାହାବ ଦ ଗ୍ରେଟ ଫିଲ୍ମରେ ପାଦ ରଖିଥିଲେ। ବଲିଉଡରେ ସେହିପରି ଉର୍ବଶୀ ବହୁତ ଜଲଦି ନିଜର ଅପକମିଙ୍ଗ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.