ଚଳିତ ବର୍ଷ ବିବାହ କରିବେ କି ଶ୍ରଦ୍ଧା କପୁର! ଜାଣନ୍ତୁ କାହାକୁ କରୁଛନ୍ତି ଡେଟ୍?
ଶ୍ରଦ୍ଧା କପୁର ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବହୁତ ପସନ୍ଦ କରନ୍ତି । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଅଭିନେତ୍ରୀ କାହାକୁ ଡେଟ୍ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ ।

ଶ୍ରଦ୍ଧା କପୁର ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବହୁତ ପସନ୍ଦ କରନ୍ତି । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଅଭିନେତ୍ରୀ କାହାକୁ ଡେଟ୍ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଶ୍ରଦ୍ଧା କପୁର କାହାକୁ ଡେଟିଂ କରୁଛନ୍ତି?
ଶ୍ରଦ୍ଧା କପୁର ବହୁତ ସୁନ୍ଦର । ତାଙ୍କୁ ତାଙ୍କ ବିବାହ ବିଷୟରେ ମଧ୍ୟ ଅନେକ ସମୟରେ ପଚରାଯାଏ । କିନ୍ତୁ ଶ୍ରଦ୍ଧା ଏହି ପ୍ରଶ୍ନଗୁଡିକର କେବେ ବି ସିଧାସଳଖ ଉତ୍ତର ଦେଇ ନାହାଁନ୍ତି କିମ୍ବା ତାଙ୍କ ବଏଫ୍ରେଣ୍ଡ କିଏ ବୋଲି ସେ କେବେ ପ୍ରକାଶ କରି ନାହାଁନ୍ତି? ତେବେ ଆସନ୍ତୁ ଆଜି ଆପଣଙ୍କୁ ଜଣାଇବା ଯେ ଶ୍ରଦ୍ଧା କପୁର ଗୁପ୍ତରେ କାହାକୁ ଡେଟିଂ କରୁଛନ୍ତି । ଖବର ଅନୁଯାୟୀ, ତୁ ଝୁଟି ମେଁ ମକ୍କାର ଫିଲ୍ମରେ କାମ କରୁଥିବା ସମୟରେ ଶ୍ରଦ୍ଧାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହି ଫିଲ୍ମର ଲେଖକ ରାହୁଲ ମୋଦୀଙ୍କ ସହ । ବାସ୍ତବରେ ଶ୍ରଦ୍ଧା କପୁର ରାହୁଲ ମୋଦୀଙ୍କ ସହ ରିଲେସନସିପରେ ଅଛନ୍ତି ।
ଦୁହେଁ ପ୍ରାୟତଃ ଗୁପ୍ତରେ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି । ତେବେ ଶ୍ରଦ୍ଧା ଏପର୍ଯ୍ୟନ୍ତ ତାଙ୍କ ରିଲେସନସିପକୁ ଅଫିସିଆଲ୍ କରିନାହାଁନ୍ତି । ସେମାନଙ୍କ ଲିଙ୍କ୍ ଅପ୍ ଖବର ମଧ୍ୟ ବହୁ ବର୍ଷ ଧରି ଆସୁଛି । ଏବେ ଶ୍ରଦ୍ଧା ରାହୁଲ ମୋଦୀଙ୍କୁ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି କି? ଏହି ପ୍ରଶ୍ନର ଉତ୍ତର ତ କେବଳ ଶ୍ରଦ୍ଧା କପୁର ନିଜେ ହିଁ ଦେଇପାରିବେ । ତେବେ ବିବାହ ବିଷୟରେ ଅଭିନେତ୍ରୀଙ୍କ ପ୍ଲାନ କ’ଣ ତାହା ଜାଣିବା ପାଇଁ ଫ୍ୟାନ୍ସମାନଙ୍କୁ ଅପେକ୍ଷା କରିବାକୁ ପଡିବ ।