ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ । ସରଳ ବିଶ୍ୱାସରେ ଧୋକା ଲାଗିପାରେ ।

brushaବୃଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାନସମ୍ମାନ ପ୍ରାପ୍ତି ହେବ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ ।

mithunaମିଥୁନ : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ସହଯୋଗ ମିଳିବ ।

karkataକର୍କଟ : ଦୂରଯାତ୍ରା କରନ୍ତୁ ନାହିଁ । ବେପାର ବାଣିଜ୍ୟରେ ସଫଳତା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

singhaସିଂହ : କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରିବାରରେ ଶାନ୍ତି ମିଳିବ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ଆଜି ଦିନଟି ଭଲରେ କଟିବ ।

kanyaକନ୍ୟା : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଶରୀର ଅସୁସ୍ଥ ରହିବ । ପାରିବାରିକ ସମସ୍ୟା ଦେଖାଦେବ ।

tulaaତୁଳା : ଧର୍ମକାର‌୍ୟ୍ୟରେ ଯୋଗ ଦେବେ । ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

bichhaବିଛା : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ସୁସ୍ୱାଦୁ ଭୋଜନ କରିବେ ।

dhanuଧନୁ : ବେପାର ବାଣିଜ୍ୟରେ ସଫଳତା ପାଇବେ । ମାତାଙ୍କ ଶରୀର ଅସୁସ୍ଥ ରହିପାରେ । ବନ୍ଧୁ ମିଳନ ଯୋଗ ରହିଛି ।

makaraମକର : ପରିବାରରେ ଅଶାନ୍ତି ଦେଖାଦେବ । ମାନ ସମ୍ମାନ ପ୍ରାପ୍ତି ହେବ । ମାନସିକ ଅଶାନ୍ତି ଭୋଗ କରିବେ ।

kumbhaକୁମ୍ଭ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ ।

minaମୀନ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଗୁରୁଜନଙ୍କ ସମ୍ମାନ ଓ ଆଦର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.