Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ମନରେ କିଛି କଷ୍ଟ ପାଇପାରନ୍ତି। ଚିକିତ୍ସା ସମ୍ବନ୍ଧୀୟ କିଛିଟା ଖର୍ଚ୍ଚାନ୍ତ ହୋଇପାରନ୍ତି। ମାଙ୍କ ସ୍ବାସ୍ଥ୍ଯା ସମ୍ବନ୍ଧୀୟ ସମସ୍ଯା ଦେଖାଦେଇପାରେ।

https://www.youtube.com/watch?v=4hnCjJHA0UI

ବୃଷ :  ଅନେକ ସମସ୍ଯାର ସମାଧାନ ମିଳିବ। ବିଭିନ୍ନ ଲାଭନ୍ବିତ ହେବେ। ଅଭିନୟ ଦୁନିଆରେ ଥିବା ବ୍ଯକ୍ତିଙ୍କ ପାଇଁ ଦିନଟି ଖୁବ ଭଲ।

https://www.youtube.com/watch?v=5eGklcOA-Co

ମିଥୁନ : ଦିନଟି ମଧ୍ୟମ ଧରଣର ବିତିବ। ବାକ୍ ସଂଞ୍ଜମତା ରଖନ୍ତୁ। କର୍ଯ୍ଯକୁ ନିୟନ୍ତ୍ରିତ କରନ୍ତୁ ସୁଖି ହେବେ।

https://www.youtube.com/watch?v=E0UhQhso9Ww

କର୍କଟ : ଅସୁସ୍ଥ ହେବାର ସମ୍ଭାବନା ରହିଛି। ଦନ୍ତ ଜନିତ ପୀଡ଼ା ଅନୁଭବ କରିପାରନ୍ତି।

https://www.youtube.com/watch?v=HKa9N_Jj42o

ସିଂହ : ଦୂର ଯାତ୍ରା କରିବାକୁ ପଡ଼ିପାରେ। ଅଯଥା ବ୍ଯୟର ସମ୍ମୁଖିନ କରିପାରନ୍ତି। କିଛି କ୍ଷତିଭୋଗ କରିପାରନ୍ତି।

https://www.youtube.com/watch?v=DmiGLCT4OhE

କନ୍ୟା : ଦିନଟି ଭଲରେ ବିତିବ। ଚତୁରତାର ସହ କଥାବାର୍ତ୍ତା କରି ସମସ୍ତ କାର୍ଯ୍ଯ ହାସଲ କରିବେ। ଅର୍ଥର ଆଗମନ ରହିଛି।

https://www.youtube.com/watch?v=K8_X-OJ7PIQ

ତୁଳା : ଦିନଟି ବହୁତ ଭଲରେ ବିତିବ। ଯାତ୍ରା ଅଥବା ସ୍ବାସ୍ଥ୍ଯା ଜନିତ ଖର୍ଚ୍ଚ କରିପାରନ୍ତି।

https://www.youtube.com/watch?v=dkANXnxez9I

ବିଛା : ଦିନଟି ମଧ୍ୟମ ଧରଣର ରହିବ। ଅଧିକ ଖୁସି ହୋଇ କିଛି ଭୁଲ କରିପାରନ୍ତି। ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ।

https://www.youtube.com/watch?v=Uy0SxBX3gE8

ଧନୁ : ମନ ଉତଫୁଲ ରହିବ। ଅତିଥି ଚର୍ଚ୍ଚା କରିପାରନ୍ତି। ଅର୍ଥାଗମନର ସମ୍ଭାବନା ରହିଛି।

https://www.youtube.com/watch?v=QKCc-RxcUUs

ମକର :  ଦିନଟି ଭଲରେ ବିତିବ। ମିଥ୍ଯା ଆରୋପରେ କ୍ରୋଧାନ୍ବିତ ହୋଇପାରନ୍ତି। ଦାନ୍ତ ବା ହାଡ଼ରେ ଆଘାତ ଲାଗିପାରେ।

https://www.youtube.com/watch?v=d-3pc1m5OiQ

କୁମ୍ଭ : ଦିନଟି ଭଲରେ ବିତିବ। ଭାଇ-ଭଉଣୀଙ୍କ ସମ୍ପର୍କ ସୁମଧୁର ହୋଇପାରେ। କିଛି ତିକ୍ତତାର ଅନ୍ତ ଘଟିବ।

https://www.youtube.com/watch?v=61RsrME3GSg

ମୀନ : ମନ ଟିକେ ବ୍ଯାକୁଳ ରହିବ। ଅର୍ଥାଗମନ କରିବାର ସମ୍ଭାବନା ରହିଛି। ଯାତ୍ରା କରିପାରନ୍ତି।

https://www.youtube.com/watch?v=1xkvC5NcsvI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.