ଆଜି କ’ଣ ଅଛି ଆପଣଙ୍କ ରାଶିରେ…

ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆର୍ଥିକ ପକ୍ଷ ଦୃଢ଼ ହେବ। ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହଜ ହେବ। ଆଜି କୌଣସି ସାଙ୍ଗଙ୍କୁ ସାହାଯ୍ୟ କରିପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଛାତ୍ରମାନେ ପାଠପଢ଼ାରେ ପରିଶ୍ରମ କରିବେ।

ମେଷ: ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଆର୍ଥିକ ପକ୍ଷ ଦୃଢ଼ ହେବ। ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହଜ ହେବ।

ବୃଷ: ଆଜି କୌଣସି ସାଙ୍ଗଙ୍କୁ ସାହାଯ୍ୟ କରିପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଛାତ୍ରମାନେ ପାଠପଢ଼ାରେ ପରିଶ୍ରମ କରିବେ।

ମିଥୁନ: ଆଜିର ଦିନ ପୂର୍ବାପେକ୍ଷା ଅଧିକ ଭଲ ହେବ। ଅବିବାହିତଙ୍କୁ ବିବାହର ଅଫର୍‌ ଆସିପାରେ। ପିଲାମାନଙ୍କ ସହିତ ପିକ୍‌ନିକ ଯାଇପାରନ୍ତି।

କର୍କଟ: ଆଜି ଆପଣ କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ନୂଆ ବସ୍ତ୍ର କିଣିପାରନ୍ତି। ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ସିଂହ: ଦିନଟି ଲାଭଦାୟକ ରହିବ। ନିଜ ଲୋକଠାରୁ ଖୁସି ଖବର ମିଳିପାରେ। ବିଚକ୍ଷଣ ବୁଦ୍ଧି ଯୋଗୁ ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି।

କନ୍ୟା: ଆଜି ଆପଣ ରିଲାକ୍ସ ଅନୁଭବ କରିବେ। କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ତୁଳା: ଆପଣଙ୍କ ପାଇଁ ଦିନଟି ଭଲ ରହିବ। ଲୋକଙ୍କ ସାମ୍ନାରେ ଆପଣଙ୍କ ଛବି ଭଲ ରହିବ। ପୁରୁଣା ସାଙ୍ଗଙ୍କୁ ଭେଟିବାର ଯୋଗ ସୃଷ୍ଟି ହେବ।

ବିଛା: ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ। ବ୍ୟବସାୟରେ କୌଣସି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଲଭ୍‌ମେଟଙ୍କ ସହିତ ସମ୍ପର୍କ ଦୃଢ଼ ହେବ।

ଧନୁ: ଦିନଟି ଆପଣଙ୍କ ପାଇଁ ଭଲ ପରିଣାମ ଆଣିବ। ଏହା ବ୍ୟବସାୟ ସହ ଜଡ଼ିତ ହୋଇପାରେ। ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ଖୁସି ହେବେ।

ମକର: ନିଜ ଲୋକଠାରୁ କଟୁ କଥା ଶୁଣିବାକୁ ମିଳିପାରେ। ମନର କଥା କାହା ସହିତ ସେୟାର କରିବେ, ଏହା କରିବା ଦ୍ୱାରା ଆପଣଙ୍କୁ ଭଲ ଲାଗିବ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଉତ୍ତମ। ସମସ୍ତ କାମ ଆପଣଙ୍କ ମନ ମୁତାବକ ପୂରଣ ହେବ। ସୁସ୍ଥ ରହିବେ। ଉଧାର ନେବାଠାରୁ ଦୂରେଇ ରୁହନ୍ତୁ।

ମୀନ: ଆଜି ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହୋଇପାରେ। ପଦୋନ୍ନତି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.