Below header

ଆଜିର ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଶୁଭମୟ

ଶୈକ୍ଷିକ କାର୍ଯ୍ୟରେ ସମ୍ମାନ ପ୍ରାପ୍ତି ହୋଇପାରେ। ମାନସିକ ଶାନ୍ତି ରହିବ। ହଠାତ୍ ଧନ ଲାଭର ଯୋଗ ରହିଛି। ମା’ଙ୍କ ସାଥ୍‌ ମିଳିବ। ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାରଠାରୁ ଦୂରରେ ଅନ୍ୟ ସ୍ଥାନକୁ ଯାଇପାରନ୍ତି। ଭବନ ସୁଖ ବଢ଼ିବ। ଆୟ ବୃଦ୍ଧି ପାଇବ।

ମେଷ: ଶୈକ୍ଷିକ କାର୍ଯ୍ୟରେ ସମ୍ମାନ ପ୍ରାପ୍ତି ହୋଇପାରେ। ମାନସିକ ଶାନ୍ତି ରହିବ। ହଠାତ୍ ଧନ ଲାଭର ଯୋଗ ରହିଛି। ମା’ଙ୍କ ସାଥ୍‌ ମିଳିବ।

ବୃଷ: ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାରଠାରୁ ଦୂରରେ ଅନ୍ୟ ସ୍ଥାନକୁ ଯାଇପାରନ୍ତି। ଭବନ ସୁଖ ବଢ଼ିବ। ଆୟ ବୃଦ୍ଧି ପାଇବ।

ମିଥୁନ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ବ୍ୟବସାୟ ସ୍ଥିତିରେ ସୁଧାର ହେବ। ପାରିବାରିକ ଜୀବନ ସୁଖମୟ ହେବ। ପରିଶ୍ରମ କରିବେ।

କର୍କଟ: ମନ ଅଶାନ୍ତ ରହିବ। ଆତ୍ମବିଶ୍ୱାସର ଅଭାବ ରହିବ। ଅନାବଶ୍ୟକ ଝଗଡ଼ାଠାରୁ ଦୂରେଇ ରୁହନ୍ତୁ। କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ସିଂହ: ଆତ୍ମବିଶ୍ୱାସ ଭରପୂର ରହିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ। ବୌଦ୍ଧିକ କାର୍ଯ୍ୟରେ ସମ୍ମାନ ମିଳିବ। ଘରେ ଧାର୍ମିକ କାର୍ଯ୍ୟ ହେବ।

କନ୍ୟା: ମନ ଅସ୍ଥିର ରହିବ। ସଂଯତ ରୁହନ୍ତୁ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ। ଚାକିରିରେ ପଦୋନ୍ନତି ପାଇପାରନ୍ତି। ଖର୍ଚ୍ଚ ବୃଦ୍ଧି ପାଇବ।

ତୁଳା: ଧାର୍ମିକ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ମନ ପ୍ରସନ୍ନ ରହିବ। ପରିବାରର ସମର୍ଥନ ମିଳିବ। ଚାକିରି ପରିବର୍ତ୍ତନ ହୋଇପାରେ। ଆୟ ବଢ଼ିବ।

ବିଛା: ସଂଯତ ରୁହନ୍ତୁ। ଧୌର୍ଯ୍ୟ ବଜାୟ ରଖନ୍ତୁ। ଚାକିରିରେ ଉନ୍ନତି କରିବେ। ପିଲାମାନଙ୍କଠାରୁ ଭଲ ଖବର ଶୁଣିବେ। ମା’ଙ୍କ ସମର୍ଥନ ପାଇବେ।

ଧନୁ: କ୍ରୋଧ କରନ୍ତୁ ନାହିଁ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଜୀବନସାଥୀଙ୍କ ସମର୍ଥନ ମିଳିପାରେ। ଚାପରୁ ଦୂରେଇ ରୁହନ୍ତୁ।

ମକର: ବାଣୀରେ ମଧୁରତା ରହିବ। ଧୌର୍ଯ୍ୟବାନ୍‌ ହୁଅନ୍ତୁ। ଆତ୍ମବିଶ୍ୱାସର ଅଭାବ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଶିକ୍ଷାରେ ସମସ୍ୟା ଆସିପାରେ।

କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ିପାରେ। ପରିବାର ଏବଂ ସାଙ୍ଗମାନଙ୍କ ସମର୍ଥନ ପାଇବେ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ।

ମୀନ: ମନ ଚିନ୍ତିତ ରହିବ। ବାଣୀରେ ଭଦ୍ରତା ରହିବ। ବ୍ୟବସାୟରେ କୌଣସି ସାଙ୍ଗର ସହଯୋଗ ମିଳିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.