ପଢନ୍ତୁ ଏହି ୪ଟି ସିକ୍ରେଟ୍ : ଯାହା କହିନଥାନ୍ତି ମହିଳାମାନେ ନିଜ ସ୍ବାମୀଙ୍କୁ

ଆପଣ କିଛି ଲୋକଙ୍କ ଠାରୁ ମଜାରେ ମଜାରେ ଶୁଣିଥିବେ, ଝିଅ ମାନଙ୍କୁ ଆଜି ଯାଏ ଭଗବାନ ବି ବୁଝି ନାହାନ୍ତି । ଏହି କଥାଟି ଅସଲ ଜୀବନରେ ମଧ୍ୟ ଘଟିଥାଏ । କ’ଣ ଆପଣ ଜାଣିଛନ୍ତି, ଜୀବନ ସହ ଜଡିତ ଏହି ୪ଟି ଗୁପ୍ତ କଥା ଯାହାକୁ ଯେକୌଣସିବି ସ୍ତ୍ରୀ ନିଜର ସ୍ବାମୀଙ୍କ ପାଖରୁ ଲୁଚାଇଥାନ୍ତି ।

• କର୍ମଜିବୀ ମହିଳାମାନେ ନିଜର ସଫଳତା ବିଷୟରେ ନିଜ ସ୍ବାମୀଙ୍କୁ କୌଣସି କଥା କହି ନଥାନ୍ତି । ମହିଳାମାନଙ୍କୁ ସବୁବେଳେ ଡର ଥାଏ ଏସବୁ କଥା ସ୍ବାମୀଙ୍କ ସହ ସେୟାର କରିବା ଦ୍ବାରା ଦୁହିଁଙ୍କ ଭିତରେ ଭେଦଭାବ ଆସିପାରେ । ମହିଳାମାନେ ସର୍ବଦା ଚାହିଁଥାନ୍ତି ତାଙ୍କ ସ୍ବାମୀ କେବେହେଲେ ନିଜକୁ ଛୋଟ ବୋଲି ନଭାବନ୍ତୁ ।

 

• ମହିଳାମାନେ ନିଜର ସେକ୍ସୱାଲ୍ ଡିଷ୍ଟରବାନସ୍ ବିଷୟରେ ନିଜ ସ୍ବାମୀଙ୍କ ସହ କଥା ହୁଅନ୍ତି ନାହିଁ । ସେ ପ୍ରଥମେ ନଜର ସାଙ୍ଗ ନଚେତ୍ କୌଣସି ଥେରାପିଙ୍କ ସହ କଥା ହୋଇଥାନ୍ତି । ମହିଳାମାନେ ନିଜ ସାଥୀଙ୍କୁ କହିପାରନ୍ତି ନାହିଁ ସେକ୍ସ ସମୟରେ କ’ଣ ସେମାନଙ୍କୁ ଭଲ ଲାଗିଥାଏ ଏବଂ କ’ଣ ଭଲ ଲାଗିନଥାଏ ।

• ସ୍ତ୍ରୀ ମାନଙ୍କର ଅଲଗା ବ୍ୟାଙ୍କ ଆକାଉଣ୍ଟ୍ ଥାଏ ଯେଉଁ ବିଷୟରେ ସ୍ବାମୀମାନଙ୍କୁ ଜଣା ନଥା । ଅଲଗାକରି ସେମାନେ ସଚଂୟ କରିଥାନ୍ତି କୌଣସି ଅସୁବିଧା ସମୟରେ କାମରେ ଆସବା ପାଇଁ ।

• ମହିଳାମାନେ ନିଜ ଶରୀରର କୌଣସି ସମସ୍ୟା ବିଷୟରେ ସ୍ବାମୀଙ୍କୁ କହିନଥାନ୍ତି । ଏପରି କରିବାର କାରଣ ସେମାନେ ଚାହାଁନ୍ତି ନାହିଁ ସେମାନଙ୍କ ସ୍ବାମୀ ଚିନ୍ତାରେ ରୁହନ୍ତୁ ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.