ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ଉତ୍ତମ ରଖିବା ପାଇଁ ଆପଣାନ୍ତୁ ୬ଟି ସହଜ ଉପାୟ

ଋତୁ ପରିବର୍ତ୍ତନ ହେବାକାରଣରୁ ଅନେକ ଲୋକମାନେ ରୋଗରେ ପଡ଼ିବାର ସମ୍ଭାବନା ରହିଥାଏ। କିନ୍ତୁ ପୋଷଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପ୍ରତିରକ୍ଷା କ୍ଷମତାକୁ ଫିଟ୍‌ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ।

-ଦିନର ଆରମ୍ଭ ଚା ବଦଳରେ ନଡିଆ ପାଣିରୁ ଆରମ୍ଭ କରନ୍ତୁ।

-ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପରେ ଦୁଇ ମିନିଟ୍‌ ଧ୍ୟାନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ସତେଜ ଲାଗିଥାଏ।

-ପାଖାପାଖି ୨୮ ଗ୍ରାମ୍‌ ଜୁଆଣି ରସ ସେବନ କରନ୍ତୁ। କାରଣ ଏହାକୁ ସେବନ କରିବା କିଡ୍‌ନୀକୁ ପରିଷ୍କାର ରଖିବା ସହ ଶରୀରରେ କାଯ୍ୟର୍କ୍ଷମତା ବଢାଇଥାଏ।

-ଅଦା ଏବଂ ପୋଦିନା ପତ୍ରକୁ ଗରମ ପାଣିରେ ପକାଇ ପିଇବା ଦ୍ୱାରା ଆପଣଙ୍କ ଥଣ୍ଡା ଭଲ ହେବା ସହ କୀଟାଣୁ ଠାରୁ ଦୂରେଇ ରହିପାରିବେ।

-ସୁପ୍‌ ଏବଂ ସମ୍ବରରେ ଭୃସଙ୍ଗପତ୍ର ବ୍ୟବହାର କରନ୍ତୁ।

-ପ୍ରତ୍ୟେକ ଦିନ ଶାରୀରିକ ବ୍ୟାୟାମ କରନ୍ତୁ, ଯେପରି ଶରୀରର ସମସ୍ତ ମାଂସପେଶୀ ବ୍ୟାୟାମରେ ସାମିଲ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.