ଗରମ ଦିନରେ ବି ତ୍ୱଚା ଚମକାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଗରମ ଦିନ ଆରମ୍ଭ ହେଲେ ଝିଅ ହୁଅନ୍ତୁ ବା ପୁଅ ସାଧାରଣତଃ ଛୋଟ ସ୍କଟ, ହାପ ପ୍ୟାଣ୍ଟ ଆଦି ପିନ୍ଧିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଯଦି ଏମିତିରେ ହାତ କିମ୍ବା ଗୋଡ଼ରେ ଆବଶ୍ୟକତା ଠାରୁ ଅଧିକ ଚୁଟି ବା କେଶ ଉଠୁଥାଏ ସେଗୁଡିକ ଅସୁନ୍ଦର ଦେଖା ଯିବା ସହ ଅନ୍ୟ ମାନଙ୍କ ସାମ୍ନାରେ ଅସହଜ ଲାଗେ । ଏଥିପାଇଁ ୱାକ୍ସିଂଗ କରାଇନେବା ନିହାତି ଜରୁରୀ । ଏମିତି କଲେ ତ୍ୱଚାରୁ ଅନାବଶ୍ୟକୀୟ ଚୁଟି ହଟିବା ସହ ଡେଡ଼ ସ୍କିନ ବି ବାହାରିଯାଏ । ଏହା ସହ ଏକ ପ୍ରାକୃତିକ ଉଜ୍ଜ୍ୱଳତା ବି ଆସେ । କିନ୍ତୁ ୱାକ୍ସିଂଗ ଯଦି ଘରେ କରାଯାଏ ତେବେ ତାହାର ଲାଭକାରୀ ଗୁଣ ଅନେକ ମାତ୍ରାରେ ବଢିଯାଏ ।

ଏହାର କୌଣସି ନେଗେଟିଭ ପ୍ରଭାବ ବି ତ୍ୱଚା ଉପରେ ପଡେ ନାହିଁ । କିନ୍ତୁ ଅନ୍ୟ ୱାକ୍ସ ହେଲେ ବି ସହଜରେ ବାହାରି ଯାଇଥାଏ । ଏହି ୱାକ୍ସିଂଗର ଏତେ ମାତ୍ରାରେ ଉପକାର ମାନ ଥିବା ବେଳେ ଏହାର ମୂଲ୍ୟ କିନ୍ତୁ ଅନ୍ୟ ତୁଳନାରେ ଯଥେଷ୍ଟ କମ । ଏହା ସହ ହୋଲି ରଙ୍ଗରୁ ନିଜ ତ୍ୱଚାକୁ ସୁରକ୍ଷା ଦେବାକୁ ଚାହୁଁଥିଲେ ବି ଆପଣ ଏହାର ବ୍ୟବହାର କରିପାରିବେ । ଏହି ଉପାୟ ତ୍ୱଚାରୀ ରଙ୍ଗ ହଟାଇ ତ୍ୱଚାକୁ ନରମ ରଖିବାରେ ସହାୟକ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.