Below header

କ୍ୟାନସରରୁ ମୁକ୍ତି ପାଇଁ କେଉଁ ଆୟୁର୍ବେଦିକ ଔଷଧ ଲାଭଦାୟକ, ଜାଣନ୍ତୁ ସ୍ୱାମୀ ରାମଦେବଙ୍କ ଠାରୁ

କ୍ୟାନ୍ସର ଏକ ଏଭଳି ରୋଗ ଯାହା ନାଁ ଶୁଣିବା ମାତ୍ରେ ଆମ ମନକୁ ସର୍ଜରୀ, କେମୋ ଥେରାପୀ ଭଳି ଚିକିତ୍ସା କଥା ଆସେ। କିନ୍ତୁ ବେଳେବେଳେ ଏସବୁ ଚିକିତ୍ସା ବି ଏହି ରୋଗକୁ ଭଲ କରିପାରେ ନାହିଁ। ଫଳରେ ରୋଗୀର ମୃତ୍ୟୁ ଘଟେ। ପୁରୁଷଙ୍କ ଠାରେ ବ୍ରେନ, ଗଳା, ଫୁସଫୁସ ଓ ପେଟ ଆଦି କ୍ୟାନ୍ସର ହେଉଥିବା ବେଳେ ମହିଳାଙ୍କ ଥରେ ବ୍ରେଷ୍ଟ କ୍ୟାନ୍ସର ଦ୍ରୁତ ବେଗରେ ବଢ଼ୁଛି।

ସ୍ୱାମୀ ରାମଦେବଙ୍କ କହିବାନୁସାରେ ଖରାପ ଲାଇଫଷ୍ଟାଇଲ ଯୋଗୁ କ୍ୟାନ୍ସର ରୋଗ ହେଉଛି। ଯୋଗ ପ୍ରାଣାୟମ କରି ମଧ୍ୟ ଆପଣ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇପାରିବେ। ଏଥିସହ ଆୟୁର୍ବେଦିକ ଚିକିତ୍ସା କରି ମଧ୍ୟ ସୁସ୍ଥ ହୋଇପାରିବେ। ଆସନ୍ତୁ ଜାଣିବା ରାମଦେବଙ୍କ ଅନୁସାରେ କ୍ୟାନ୍ସରର ଚିକିତ୍ସା…

  • ସ୍ତନ କର୍କଟରୁ ମୁକ୍ତି ପାଇବାକୁ ଅଁଳା, ଘିକୁଆଁରି, ହ୍ବିଟଗ୍ରାସ, ଗିଲୋୟ, ତୁଳସୀ, ନିମ, ହଳଦୀର ଜୁସ କରି ପ୍ରତିଦିନ ସକାଳେ ପିଅନ୍ତୁ। ଏଥିସହ କଞ୍ଚନାରା କାଢ଼ା ପିଅନ୍ତୁ।
  • ଖାଲି ପେଟରେ ୧-୨ ଗ୍ରାମ ହଳଦୀ ଖାଆନ୍ତୁ। ଏହା ଯେକୌଣସି ପ୍ରକାରର ଶରୀରର ଗୋଟାଳିଆ ମାଂସକୁ ଭଲ କରିଦିଏ।
  • କ୍ୟାନ୍ସରରୁ ମୁକ୍ତି ପାଇଁ ଗୌଧନ ଅର୍କ ମଧ୍ୟ ଲାଭକାରୀ ହୋଇଥାଏ। ଏହାକୁ ଦିନକୁ ୨ ଚାମଚ ପିଅନ୍ତୁ।
  • ୧୦-୧୨ ଟି ତୁଳସୀ ପତ୍ରକୁ ଦହି ସହ ଖାଲି ପେଟରେ ଖାଆନ୍ତୁ, କ୍ୟାନ୍ସର ଚିକିତ୍ସାରେ ସାହାଯ୍ୟ କରିବ।
  • ପେଟ କ୍ୟାନ୍ସର ପାଇଁ ଭୂଇଁ ଅଁଳା, ପୂର୍ଣ୍ଣନବା, ମକୋୟ ସେବନ କରନ୍ତୁ।
  • ଗଳା କ୍ୟାନସର ପାଇଁ ଖାଲି ପେଟରେ ସିଷ୍ଟୋଗ୍ରିଟ୍ ଡାଇମଣ୍ଡ ଓ ଖାଇବା ପରେ ଲକ୍ଷ୍ମୀବିଳାସ ସଂଜୀବନୀ ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.