Below header

ସ୍ୱାସ୍ଥ୍ୟ ପାଇଁ ମହଙ୍ଗା ପଡିପାରେ ଆପଣଙ୍କ ବଡ ନଖ, ଜାଣନ୍ତୁ କିପରି ନେବେ ଯତ୍ନ

ଅଧିକାଂଶ ଝିଅମାନେ ନଖ ବଢ଼ାଇକୁବାକୁ ଭଲ ପାଆନ୍ତି ଏବଂ ଲମ୍ବା ନଖ ରଖିବାକୁ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ନଖ ବଢ଼ାଇବାକୁ ପସନ୍ଦ କରନ୍ତି । ତେବେ ଆପଣ ହୁଏତ ଜାଣି ନଥିବେ ଯେ ଏହା କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ । ତାହେଲେ ଆସନ୍ତୁ ଜାଣିବା ନଖ ବଢାଇବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ ।

Clean nails: How to clean under nails when washing your hands

ଲମ୍ବା ନଖ ଅଧିକ ମଇଳା ଏବଂ ଜୀବାଣୁ ସୃଷ୍ଟି କରିପାରେ, ଯାହାଦ୍ୱାରା ଗମ୍ଭୀର ସଂକ୍ରମଣ ହୁଏ । ଏହାଛାଡ ନେଲପେଣ୍ଟ ପଛରେ ମଇଳା ଲୁଚିବା ଦ୍ୱାରା ଏହା ଉପରେ ଆପଣଙ୍କ ଧ୍ୟାନ କମିଯାଇଥାଏ ।

Jocelyn Raymond | Dirty Fingernails are essential to healing

  • ଲମ୍ବା ନଖ ପ୍ରାୟତଃ ପିନୱର୍ମ ଭଳି ସଂକ୍ରମଣର କାରଣ ହୋଇପାରେ ।
  • ଅନେକ ଗବେଷଣାରୁ ଜଣାପଡିଛି ଯେ ନଖରେ ମିଳୁଥିବା ଜୀବାଣୁ ପିଲାମାନଙ୍କଠାରେ ଝାଡ଼ା ଏବଂ ବାନ୍ତି ସୃଷ୍ଟି କରନ୍ତି ।
  • ଯଦି ପିଲାମାନଙ୍କର ବଡ଼ ନଖ ଥାଏ, ସେମାନେ ନିଜକୁ କୁଣ୍ଡାଇବାକୁ କରିବାକୁ ଚେଷ୍ଟା କରିବାବେଳେ ଆଘାତ ପାଇପାରନ୍ତି ।
  • ଛୋଟ ପିଲାମାନଙ୍କର ବାପା,ମା’ ମାନେ ମଧ୍ୟ ସେମାନଙ୍କର ନଖ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ କାରଣ ଲମ୍ବା ନଖ ସ୍ୱାସ୍ଥ୍ୟ ପାଇଁ ଖରାପ ।
  • ନଖର ସ୍ୱଚ୍ଛତା ବଜାୟ ରଖିବା ପାଇଁ ହାତ ଧୋଇବା ସମୟରେ ନଖ ମଧ୍ୟ ସଠିକ୍ ଭାବରେ ଧୋଇବା ଉଚିତ୍ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.