ରୁମାଲର ଏପରି ବ୍ୟବହାର ଯାହା ବଦଳାଇ ଦେଇଥାଏ ଆପଣଙ୍କ ଭାଗ୍ୟ, ମିଳିବ ଅନୁକୂଳ ପରିଣାମ

ସବୁ ବ୍ୟକ୍ତିଙ୍କ ଜୀବନରେ ଅଲଗା ଅଲଗା ସମସ୍ୟା ଆସିଥାଏ। ଯାହାଦ୍ବାରା ଚିନ୍ତା ଲାଗି ରହିଥାଏ। ଏଥିପାଇଁ ବିଭିନ୍ନ ଉପାୟ କରାଯାଇଥାଏ କିନ୍ତୁ କିଛି ସୁଫଳ ମିଳିନଥାଏ। ରୁମାଲର ଏମିତି କିଛି ଉପାୟ ରହିଛି ଯାହାଦ୍ବାରା ସମସ୍ତ ସମସ୍ୟା ଠାରୁ ମୁକ୍ତି ମିଳିଥାଏ ଏବଂ ମନମୁତାବକ ଅନୁକୂଳ ପରିଣାମ ପ୍ରାପ୍ତ ହୋଇଥାଏ।

-ରୁମାଲର ବ୍ୟବହାର କରିବା ସମୟରେ କେବେବି ଅନ୍ୟ ବ୍ୟକ୍ତିଙ୍କ ରୁମାଲର ବ୍ୟବହାର କରନ୍ତୁ ନାହିଁ। ଏହାସହିତ ନିଜ ରୁମାଲକୁ ମଧ୍ୟ କାହାକୁ ଦିଅନ୍ତୁ ନାହିଁ। ଅନ୍ୟଥା ନକାରାତ୍ମକ ଶକ୍ତି ସଞ୍ଜାର ହେବାର ଦେଖିବାକୁ ମିଳିଥାଏ। ରୁମାଲର ରଙ୍ଗ ହାଲୁକା ହେବା ଆବଶ୍ୟକ ଏବଂ ରୁମାଲକୁ ସର୍ବଦା ସଫା ରଖିବା ଆବଶ୍ୟକ।

rumal-ରୁମାଲକୁ ଯେତେବେଳେ ବି ନିଜ ପକେଟରେ ରଖିବେ ତେବେ ତାହାକୁ ୪ କିମ୍ବା ୬ ଫୋଲ୍ଡ କରି ରଖିବା ଉଚିତ। ନଚେତ ମାନସିକ ସ୍ଥିତିରେ ବିପରୀତ ପ୍ରଭାବ ପଡିଥାଏ ଏବଂ ଏକାଗ୍ରତାରେ ମଧ୍ୟ ଅଭାବ ଆସିଥାଏ।

ଏହାସହ ପଢ଼ନ୍ତୁ : ଶୀଘ୍ର ଘରେ ପିଲାର ଖିଲି ଖିଲି ହସ ଶୁଣିବାକୁ ଚାହୁଁଛନ୍ତି ? ତେବେ ନିଜ ଡାଏଟରେ ସାମିଲ କରାନ୍ତୁ ଏହି ଖାସ୍‌ ଫୁଡ୍‌

-ଯେଉଁ ମାନଙ୍କ ଜାତକରେ ମଙ୍ଗଳ ଦୋଷ କିମ୍ବା ମଙ୍ଗଳ ଗ୍ରହର ସ୍ଥିତି ଅନୁକୂଳ ନଥାଏ ସେମାନଙ୍କୁ ଲାଲ ରଙ୍ଗର ରୁମାଲକୁ ତ୍ୟାଗ କରିଦେବା ଉଚିତ।

-ରୁମାଲକୁ ସବୁବେଳେ ପରିଷ୍କାର ରଖିବା ଆବଶ୍ୟକ ନଚେତ ଏହି ଅପରିଷ୍କାର ରୁମାଲ କାରଣରୁ ନକାରାତ୍ମକତା ଆମ ଜୀବନରେ ମଧ୍ୟ ପ୍ରବେଶ କରିପାରେ।

Leave A Reply

Your email address will not be published.