ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଦୂରଯାତ୍ରାରେ ବାଧା ଉପୁଜିବ ।

brushaବୃଷ : ସନ୍ତାନ ପ୍ରତି ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଫଳତା ପାଇବେ । ବେପାର ବାଣିଜ୍ୟରେ ସଫଳତା ପାଇବେ । ବନ୍ଧୁତ୍ୱରେ ମତପାର୍ଥକ୍ୟ ଦେଖାଦେଇପାରେ ।

mithunaମିଥୁନ : ସୁସ୍ୱାଦୁ ଭୋଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରିବାରରେ ସୁଖଶାନ୍ତି ଦେଖାଦେବ ।

karkataକର୍କଟ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖା ଦେଇପାରେ । ସନ୍ତାନଙ୍କୁ ନେଇ ଚିନ୍ତାବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

singhaସିଂହ : ଆୟ ମଧ୍ୟମ ରହିବ । ପେଟ ରୋଗରେ ପୀଡ଼ିତ ହୋଇପାରନ୍ତି । ବିଦ୍ୟାର୍ଥୀ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

kanyaକନ୍ୟା : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ପରିବାରରେ ଶାନ୍ତି ମିଳିବ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

tulaaତୁଳା : ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ସହ ପରିବାରରେ ମନ ମିଳାଇ ଚଳନ୍ତୁ ।

bichhaବିଛା : ଖର୍ଚ୍ଚବୃଦ୍ଧି ହେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖାଦେବ । ଗାଡ଼ି ଚଳାଚଳ ପ୍ରତି ସାବଧାନ ରହିବା ଆବଶ୍ୟକ ।

dhanuଧନୁ : ପରିବାରର ସହଯୋଗ ପାଇବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ବିଶ୍ୱାସଘାତକତା ହୋଇପାରେ ।

makaraମକର : ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ସହ ଭ୍ରମଣ ଯୋଗ ରହିଛି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

kumbhaକୁମ୍ଭ : ଅହଂକାର ତ୍ୟାଗ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ । ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ ।

minaମୀନ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାରବାଣିଜ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦେଖାଦେଇପାରେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.