ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ମାନସମ୍ମାନ ପ୍ରାପ୍ତି ହେବ । ଧନ ଲାଭ ସହ ବନ୍ଧୁମିଳନ ଯୋଗ ରହିଛି । କୁଟୁମ୍ବରେ ପୀଡ଼ା ଦେଖାଦେଇପାରେ।

brushaବୃଷ : ବାଣୀ ନିୟନ୍ତ୍ରଣରେ ରଖବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସରଳ ବିଶ୍ୱାସରେ ଧୋକା ଲାଗିପାରେ । ମାନସମ୍ମାନ ପ୍ରାପ୍ତି ହେବ । ପାରିବାରିକ ଶାନ୍ତି ମିଳିବ।

mithunaମିଥୁନ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖାଦେଇପାରେ । ସନ୍ତାନଙ୍କୁ ନେଇ ଚିନ୍ତାବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

karkataକର୍କଟ : ଭାବିଚିନ୍ତି ଧନ ନିବେଶ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ମନ ମିଳାଇ ଚଳନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

singhaସିଂହ : ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ଆୟ ମଧ୍ୟମ ରହିବ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ।

kanyaକନ୍ୟା : ଧର୍ମ କାର୍ୟ୍ୟରେ ଯୋଗଦେବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

tulaaତୁଳା : ଆୟ ମଧ୍ୟମ ରହିବ । ପେଟ ରୋଗରେ ପୀଡ଼ିତ ହୋଇପାରନ୍ତି । ବିଦ୍ୟାର୍ଥୀ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

bichhaବିଛା : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

dhanuଧନୁ : ପିତୃତୁଲ୍ୟ ବ୍ୟକ୍ତିିଙ୍କ ସମ୍ମାନ କରନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ପରିବାରରେ ମନ ମିଳାଇ ଚଳନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ।

makaraମକର : ଆୟ ମଧ୍ୟମ ରହିବ । ପରିବାରରେ ଅଶାନ୍ତି ଦେଖାଦେଇପାରେ । ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

kumbhaକୁମ୍ଭ : ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ସହ ପରିବାରରେ ମନ ମିଳାଇ ଚଳନ୍ତୁ ।

minaମୀନ : ଅହଂକାର ତ୍ୟାଗ କରନ୍ତୁ । ସୁସ୍ୱାଦୁ ଭୋଜନ ସହ ମାନସମ୍ମାନ ପ୍ରାପ୍ତି ହେବ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.