Below header

କାକୁଡିର ପ୍ରଥମ ଓ ଶେଷ ଭାଗ ରଗଡିବା ଦ୍ୱାରା ପିତା ଅଂଶ କମେ କି ? କଣ ଏହା ପଛର କାରଣ

ଯେବେ ବି କାକୁଡି କଟାଯାଏ ଦେଖିଥିବେ ତାର ପ୍ରଥମ ଓ ଶେଷ ଭାଗ କାଟିଦିଆଯାଏ ।ଏହାପରେ କଟା ଭାଗ ଓ କାକୁଡିକୁ ରଗଡା ଯାଇଥାଏ । ହୁଏତ ଆପଣ ବି ଏହା କରୁଥିବେ । ଏମିତି କାହିଁକି କରାଯାଏ ପଚାରିଲେ କୁହାଯାଏ ଯେ ଏହା ଦ୍ୱାରା କାକୁଡିର କଡାପଣ ଦୂର ହେଇଯାଏ ମାନେ ପିତା ଲାଗିବନି । କିନ୍ତୁ ସେଇଟି କିଛି ଲୋକେ କହନ୍ତି ଏହା କରିବା ଦ୍ୱାରା ସେମିତି କିଛି ହୁଏନି ।

କହିରଖୁଛୁ କି ସବୁ କାକୁଡି ପିତା ହୋଇନଥାଏ । କିଛି କାକୁଡିରେ ପିତାପଣ ରହିଥାଏ । କାକୁଡି ଲୋକିର ଏକ ପ୍ରକାର ଅଟେ । ଯେଉଁତିରେ ଏକ ପଦାରଥ ମିଳିଥାଏ ଯାହାର ନାମ କୁକୁରବିଟାସିନ୍‌ସ ଅଟେ । ତେବେ ଯେମିତି କୁହାଯାତାଏ କି ରଗଡିବା ଦ୍ୱାରା କାକୁଡିରୁ ବାହାରୁଥିବା ଫେଣ ଭଳି ପଦାର୍ଥ ବାହାରିଗଲେ କାକୁଡି ପିତା ଲାଗେନି । ତେବେ ଏହାକୁ ନେଇ ଏକ ପରୀକ୍ଷା ହୋଇଥିଲା ।

କୁହାଯାଏ ଯେମିତି ଫଳ ବଢେ ଓ ପାଚିଥାଏ । ତେବେ ସେହି ପଦାର୍ଥର ମାତ୍ରା କମିକମି ଯାଏ । ଏହା ଫଳରେ ପାଚିଥିବା ଫଳରେ ପିତା ହେବାର ମାତ୍ରା କମ ହୋଇଥାଏ । ତେଣୁ କାକୁଡିକୁ ରଗଡିବା ଦ୍ୱାରା ସେମିତି କିଛି ପ୍ରଭେଦ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.