Browsing Tag

cucumber

କାକୁଡି ଖାଇବା ପରେ ପାଣି ପିଉଥିଲେ ସାବଧାନ, ହୋଇପାରେ ଏଭଳି ସମସ୍ୟା

ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ କାକୁଡି, ପ୍ରାୟତଃ ଲୋକମାନେ ଏହାକୁ ସାଲାଡ ଆକାରରେ ଖାଇଥାନ୍ତି । ଏହା ବ୍ୟତୀତ ଅନେକ ଲୋକ ଖାଲି କାକୁଡି ଖାଇବାକୁ ପସନ୍ଦ କରନ୍ତି । ତେବେ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର…

ଜନ୍ମାଷ୍ଟମୀରେ ଭୋଗ ଆକାରରେ କାକୁଡ଼ି ଅର୍ପଣ କରିବାର ରହିଛି ଭିନ୍ନ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀକୁ ମହାନ ରୀତିନୀତି ଅନୁସାରେ ପାଳନ କରାଯାଏ । କେବଳ ଭାରତରେ ନୁହେଁ ବିଦେଶରେ ରହୁଥିବା କୃଷ୍ଣଙ୍କ ଅନୁଗାମୀମାନେ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ଅତି ଉତ୍ସାହର ସହ ପାଳନ କରନ୍ତି । ପ୍ରତିବର୍ଷ ଜନ୍ମାଷ୍ଟମୀ ପର୍ବ, ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ…

ଦୁନିଆର ସବୁଠାରୁ ଲମ୍ବା କାକୁଡି ଫଳାଇଲେ ଏହି ବ୍ୟକ୍ତି, ଗିନିଜ ଓ୍ଵାଲର୍ଡ ରେକର୍ଡରେ ପାଇଲା ସ୍ଥାନ

ବେଳେ ବେଳେ ଏମିତି କିଛି ଜିନିଷ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଏହି ଜିନିଷ ବେଳେ ବେଳେ ବିଶ୍ୱ ରେକର୍ଡ ମଧ୍ୟ କରିଥାଏ। ତେବେ ଆପଣ କାକୁଡି ନିଶ୍ଚିତ ଖାଇଥିବେ । କାକୁଡି ଖାଇବାକୁ ଅଧିକାଂଶ ଲୋକେ ଭଲପାଆନ୍ତି। ଅନେକ ଲୋକ ଓଜନ କମ୍‌ କରିବା ପାଇଁ କାକୁଡି ଜୁସ୍‌…

ଖରାଦିନେ କାକୁଡ଼ି ଖାଇବା ପରେ ଭୁଲ୍‌ରେ ଖାଆନ୍ତୁନି ଏସବୁ ଜିନିଷ, ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା

ଖରାଦିନେ କାକୁଡ଼ି ଖାଇବା ଦ୍ୱାରା ଶରୀର ହାଇଡ୍ରେଟ୍‌ ରହେ ଓ ଜଳୀୟ ଅଂଶ ବି ବଜାୟ ରହେ। କିନ୍ତୁ ପ୍ରାୟତଃ ଲୋକମାନେ କାକୁଡ଼ି ଖାଇବା ପରେ କିଛି ଏଭଳି ଜିନିଷ ଖାଇ ଦେଇଥାନ୍ତି, ଯାହା ଶରୀରର କ୍ଷତି କରିଥାଏ। କାକୁଡ଼ି ଖାଇ ସାରିବା ପରେ କେତେକ ଜିନିଷ ଖାଇବା ଅନୁଚିତ୍‌। ଏସବୁ ଜିନିଷ ଖାଇଲେ ଶରୀର…

କାକୁଡିର ପ୍ରଥମ ଓ ଶେଷ ଭାଗ ରଗଡିବା ଦ୍ୱାରା ପିତା ଅଂଶ କମେ କି ? କଣ ଏହା ପଛର କାରଣ

ଯେବେ ବି କାକୁଡି କଟାଯାଏ ଦେଖିଥିବେ ତାର ପ୍ରଥମ ଓ ଶେଷ ଭାଗ କାଟିଦିଆଯାଏ ।ଏହାପରେ କଟା ଭାଗ ଓ କାକୁଡିକୁ ରଗଡା ଯାଇଥାଏ । ହୁଏତ ଆପଣ ବି ଏହା କରୁଥିବେ । ଏମିତି କାହିଁକି କରାଯାଏ ପଚାରିଲେ କୁହାଯାଏ ଯେ ଏହା ଦ୍ୱାରା କାକୁଡିର କଡାପଣ ଦୂର ହେଇଯାଏ ମାନେ ପିତା ଲାଗିବନି । କିନ୍ତୁ ସେଇଟି…

କେବଳ କାକୁଡ଼ି ନୁହେଁ, ଏହାର ମଞ୍ଜିରେ ବି ଭରି ରହିଛି ଅନେକ ଚମତ୍କାରୀ ଗୁଣ

ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ଆମେ କାକୁଡ଼ି ଖାଇଥାଉ। ଏଥିରେ ଜଳ ଭାଗ ପ୍ରଚୁର ମାତ୍ରାରେ ରହିଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କାକୁଡ଼ି ମଞ୍ଜିରେ ବି ଅନେକ ଔଷଧୀୟ ଗୁଣ ରହିଛି। ଏହା ସୁପରସିଡ୍‌ସ ଭଳି କାମ କରେ। କାକୁଡ଼ି ମଞ୍ଜିର ଅର୍କରେ ହାଇଡ୍ରୋ ଆଲକୋହଲିକ୍‌ ଓ…

ଗରମ ଦିନରେ ନିଶ୍ଚିତ ପିଅନ୍ତୁ କାକୁଡି ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପ୍ରବଳ ଖରା ଆରମ୍ଭ ହୋଇଗଲାଣି। ଖରାରେ ଆସିବା ମାତ୍ରେ ଥକ୍କା ଥକ୍କା ଲାଗୁଛି। ଶରୀରକୁ ହାଇଡ୍ରେଟ୍‌ କରିବା ପାଇଁ ଆମେ ପ୍ରଚୁର ମାତ୍ରାରେ ପାଣି ପିଉଥାଉ। ଖାଦ୍ୟରେ କାକୁଡି ଏବଂ ତରଭୁଜକୁ ସାମିଲ ମଧ୍ୟକରୁଛେ। ଏହାକୁ ଖାଇବା ଦ୍ୱାରା ଶରୀର ଫୂର୍ତ୍ତି ମଧ୍ୟଲାଗୁଛି। ଶରୀରର ଇମ୍ୟୁନିଟି ବଢାଇବା…

ଏହି ସମୟରେ କାକୁଡି ଖାଇଲେ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ହାନିକାରକ

କାକୁଡ଼ି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ସମସ୍ତେ ପ୍ରାୟତଃ ଖାଇବା ବେଳେ ସଲାଡ ଖାଇଥାନ୍ତି । କାକୁଡ଼ିକୁ ଭିଟାମିନ, ମିନେରାଲ ଓ ଇଲୋକ୍ଟ୍ରୋଲାଇଟସ୍‌ ର ପାଓ୍ଵାର ହାଉସ କୁହାଯାଇଥାଏ । ହେଲେ କାକୁଡ଼ି କେତବେଳେ କେମିତି ଖିଆଯାଏ ସେ ସମ୍ପର୍କରେ ଅଧିକାଂଶଙ୍କ ବିଶେଷ ଧାରଣା ନଥାଏ ।…

କେବଳ କାକୁଡ଼ି ନୁହେଁ ଏହାର ଚୋପାରେ ବି ଭରି ରହିଛି ଅନେକ ଔଷଧୀୟ ଗୁଣ, ଜାଣନ୍ତୁ କେଉଁ ରୋଗରୁ ଦିଏ ମୁକ୍ତି

ଖରାଦିନ ଆରମ୍ଭ ହେଲେ ବଜାରରେ କାକୁଡ଼ିର ପସରା ଦେଖିବାକୁ ମିଳେ। କାକୁଡ଼ିରେ ପ୍ରଚୁର ପରିମାଣରେ ଜଳୀୟାଂଶ ରହିଛି, ଯାହା ଶରୀରରେ ଜଳାଭାବ ହେବାକୁ ଦେଇନଥାଏ। ଏଥିସହ ଅନେକ ରୋଗକୁ ମାତ୍‌ ଦେବାରେ ମଧ୍ୟ କାକୁଡ଼ି ସାହାଯ୍ୟ କରେ। ତେବେ କିଛି ଲୋକ କାକୁଡ଼ି ଖାଇବା ବେଳେ ଏହାର ଚୋପା ଛଡ଼ାଇ…

ବଢ଼ିଥିବା ୟୁରିକ୍‌ ଏସିଡ୍‌କୁ କଣ୍ଟ୍ରୋଲ କରିବ କାକୁଡ଼ି, କିଛି ଦିନରେ ହିଁ ଅନୁଭବ କରିପାରିବେ ପରିବର୍ତ୍ତନ

ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଖାଦ୍ୟପେୟ ଯୋଗୁ ବୃଦ୍ଧଙ୍କଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖାଯାଉଛି। ଶରୀରରେ ପ୍ୟୁରିନ୍‌ ନାମକ ପ୍ରୋଟିନ୍‌ର ପରିମାଣ ବୃଦ୍ଧି ପାଇଲେ ୟୁରିକ୍‌ ଏସିଡ୍‌ର ସ୍ତର ବଢ଼ିଯାଏ। ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା…

ଓଜନ କମାଇବାକୁ ଫଲୋ କରନ୍ତୁ କାକୁଡ଼ି ଡାଏଟ୍‌ ପ୍ଲାନ୍‌, ୧୫ ଦିନରେ କମିବ ୭ କେଜି ଓଜନ

ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଏହି କାରଣରୁ ଓଜନ କଣ୍ଟ୍ରୋଲ କରିବାକୁ ଏକ ଟାସ୍କ ଭାବେ ନିଆଯାଏ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ଖରାପ ଲାଇଫ୍‌ଷ୍ଟାଇଲ, ଭୁଲ ଖାଦ୍ୟପେୟ ଓ ବିଷାଦଗ୍ରସ୍ତ ଜୀବନ ବଞ୍ଚୁଛନ୍ତି। ଫଳରେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର…

କାକୁଡ଼ି ଖାଇବା ପରେ ପାଣି ପିଇବା ଅନୁଚିତ୍‌, ଜାଣନ୍ତୁ କାହିଁକି

ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଖାଦ୍ୟ ସାଙ୍ଗରେ ସାଲାଡ୍‌ ସେବନ କରିବାକୁ ପସନ୍ଦ କରିଥାନ୍ତି। ସାଲାଡରେ ସବୁଠାରୁ ମୁଖ୍ୟ ପରିବା ହେଉଛି କାକୁଡ଼ି। ଏଥିରେ ପ୍ରଚୁର ପରିମାଣରେ ଜଳ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ଆବଶ୍ୟକୀୟ ପୁଷ୍ଟି ଯୋଗାଏ। କାକୁଡ଼ିରେ ଭିଟାମିନ୍‌ ସି,…