Below header

ମାତ୍ର ୫ ମିନିଟରେ ଆଜି ହିଁ ଏକ ନୂଆ ଉପାୟରେ ଘରେ ବନାନ୍ତୁ ସ୍ୱାଦରେ ଭରପୁର ଲେମନ ରାଇସ୍

ଆବଶ୍ୟକୀୟ ସାମଗ୍ରୀ

  • ୩ କପ୍ ରାଇସ୍
  • ୧ ଚାମଚ କାଜୁ
  • ୧ ଚାମଚ ବାଦାମ
  • ସୋରିଷ
  • ଶୁଖିଲା ଲଙ୍କା ୨ ଟି
  • ହେଙ୍ଗୁ
  • ସିଝା ବିରି ଡାଲି ୧ ଚାମଚ
  • କଞ୍ଚାଲଙ୍କା
  • ଲେମ୍ବୁ
  • ଭୃଷଙ୍ଗପତ୍ର
  • ଧନିଆପତ୍ର
  • ସୈନ୍ଧବ ଲୁଣ
  • ତେଲ କିମ୍ବା ଘିଅ

Lemon Rice - Abhin Prasad | RecipeBlog

ପ୍ରସ୍ତୁତି ପ୍ରଣାଳୀ

ଲେମନ ରାଇସ୍ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଘିଅ ଗରମ୍ କରି ସେଥିରେ କାଜୁ ଓ ବାଦାମ ପକାଇ ଭାଜିଦିଅନ୍ତୁ । ବର୍ତ୍ତମାନ୍ ଏହାକୁ ବାହାର୍ କରି ସେଥିରେ ଶୁଖିଲାଲଙ୍କା, ଶୋରିସ, ହେଙ୍ଗୁ, ଭୃଷଙ୍ଗ ପତ୍ର ଏବଂ ବିରି ଡାଲି ପକାଇ ଭାଜନ୍ତୁ । ତାପରେ ସେଥିରେ ରାଇସ୍, କାଜୁ, ବାଦାମ ପକାଇ ଗୋଳାଇ ସେଥିରେ ଲୁଣ, ଧନିଆପତ୍ର ଏବଂ ଲେମ୍ବୁ ଚିପୁଡ଼ି ଭଲଭାବେ ମିକ୍ସ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଲେମନ ରାଇସ୍ । ଏହାକୁ ଆପଣ ଗରମ୍ ଗରମ୍ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.